5 ପର୍ମେସରର୍ ବାକିଅ କେଡେକ୍ ନିକ ବଲି ସେମନ୍ ଜାନିଆଚତ୍ । ଆଇବା ଜୁଗେ ତାର୍ ଜନ୍ ବପୁ ସବୁକେ ଦେକାଇ ଅଇସି, ସେଟା ସେମନ୍ ଜାନିଆଚତ୍ ।
ଜଦି କେ ନର୍ପିଲା, ମର୍ ବିରଦେ ନିନ୍ଦା କାତା କଇଲେ, ତାକେ କେମା ମିଲ୍ସି, ମାତର୍ ଜେ ଜଦି ସୁକଲ୍ ଆତ୍ମାର୍ ବିରୁଦେ ନିନ୍ଦା କାତା କଇଲେ ତାକେ ଏବେ କି ପଚ୍କେ ମିସା କେମା ନ ମିଲେ ।
କାଇକେବଇଲେ ଏରଦ୍ ଜଅନ୍କେ ଗଟେକ୍ ଦରମ୍ ଆରି ସୁକଲ୍ ଲକ୍ ବଲି ଜାନି ଡର୍ତେ ରଇଲା, ଆରି ତାକେ ରକିଆ କର୍ବାକେ ଚେସ୍ଟା କର୍ତେରଇଲା । ଜେଡେବେଲେ ମିସା ତାର୍ କାତା ସୁନ୍ତେରଇଲା, ବେସି କିଲ୍ବିଲ୍ ଅଇତେରଇଲା । ଏଲେମିସା ସେଟା ସାର୍ଦା ସଙ୍ଗ୍ ସୁନ୍ତେରଇଲା ।
ପାକ୍ନାବାଡି ବୁଏଁ ଅଦର୍ଲା ବିଅନ୍ ଏନ୍ତାରି ଲକ୍ମନ୍କେ ବୁଜାଇସି । ସେମନ୍ ବାକିଅ ସୁନି ସାର୍ଦାସଙ୍ଗ୍ ମାନ୍ବାଇ, ମାତର୍ ସେମନ୍କେ ଚେର୍ ନ ରଇଲାର୍ପାଇ ବଲି ଚନେକ୍ ବିସ୍ବାସ୍ କର୍ବାଇ ଆରି କାଇଆଲେ ପରିକା ବେଲାଇ ବିସ୍ବାସ୍ ଚାଡିଦେବାଇ ।
ଆରି ମାପ୍ରୁ ଦେଇରଇବା ମୁକ୍ତି, ଗଟେକ୍ ଟପିପାରା ମୁଣ୍ଡ୍ ରକିଆ କର୍ବାକେ ପିନ୍ଦିରୁଆ । ସୁକଲ୍ଆତ୍ମା ଦେଇରଇବା କାଣ୍ଡା ଦାରିରୁଆ । ସେ କାଣ୍ଡା ଅଇଲାନି ପର୍ମେସରର୍ ବାକିଅ ।
ଆମର୍ ବିସ୍ବାସର୍ଲାଗି, ଏ ଜଗତ୍ ଆରି ତେଇ ରଇବା ସବୁଜାକ ପର୍ମେସରର୍ ଆଦେସ୍ ଇସାବେ ତିଆର୍ ଅଇଲାଆଚେ ବଲି ଆମେ ଜାନ୍ଲୁନି । ତେବେ ଜନ୍ଟା ଦେକି ଅଇଲାନି, ସେଟା ଦେକି ନ ରଇଲା ଟାନେଅନି ତିଆର୍ ଅଇଆଚେ ।
ପର୍ମେସର୍ ନୁଆ ଜଗତ୍ ତିଆର୍ କର୍ସି । ଆରି ଆମେ ଜନ୍ ଜଗତର୍ କାତା କଇଲୁନି, ତେଇର୍ ସାସନ୍ କର୍ବାକେ, ସେ ସରଗର୍ ଦୁତ୍ମନ୍କେ ବାଚିକରି ମିସାଏ ନାଇ ।
ପର୍ମେସରର୍ ବାକିଅ ଜିବନ୍ରଇବାଟା ଆରି ବେସି ବପୁରଇ ଦୁଇବାଟେ ଦାର୍ରଇବା ଗଟେକ୍ ଲାଗନ୍ କାଣ୍ଡା ପାରା । ସେଟା ଆଡର୍ ଗଁଟି ଆରି ଆଡ୍ ବିତ୍ରେ ରଇବାଟା କାଟ୍ସି । ଗଟେକ୍ ଲକର୍ ମନ୍ ବିତ୍ରେ ରଇବା ସବୁ ବିସଇ ବିଚାର୍ କରିପାର୍ସି । ମନ୍ ବିତ୍ରେ ଲୁଚିରଇବା ସବୁ ବିସଇ ମିସା ।
ମାତର୍ ପର୍ମେସରର୍ ବାକିଅ ସବୁଦିନ୍ ପାଇ ରଇସି । ଏ ବାକିଅ ଅଇଲାନି ତମ୍କେ ଜାନାଇରଇବା ସୁବ୍କବର୍ ।
ସାସ୍ତରେ ଲେକା ଅଇଲାପାରା “କାଇକେ ବଇଲେ, ମାପ୍ରୁ ଜିବନ୍ ଦୁକାଇ ଦୟା କଲାଟା ତମେ ଜାନିସାରାଇ ଆଚାସ୍ ।”
ସେନ୍ତାରି ମିଚ୍ ସିକାଉମନ୍ ଲକ୍ମନ୍କେ କୁରୁପ୍ନାସ୍ କର୍ବା କାରାପ୍ ବିସଇତେଇଅନି ରକିଆ ପାଇକରି ଆମର୍ ମୁକ୍ତିକାରିଆ ମାପ୍ରୁ ଜିସୁକିରିସ୍ଟକେ ଜାନିରଇଲାଇ । ମାତର୍ ଆରିତରେକ୍ ସେ କାରାପ୍ ବିସଇମନ୍ କର୍ବାକେ ନିଜେ ସର୍ପିଅଇଲାଇ ଆଚତ୍ । ତାକର୍ ଏବର୍ ଇନସ୍ତା ଆଗ୍ତୁର୍ ଇନସ୍ତାଇ କେତେକ୍ ଅଦିକ୍ ଆଚେ ।