16 ଜେଡେବେଲେ ଲକ୍ମନ୍ ପର୍ମାନ୍ ସଇତ୍ କର୍ବାଇ, ସେମନ୍ ବଡ୍ଲକ୍ମନର୍ ନାଉଁ ଦାରି ପର୍ମାନ୍ ସଇତ୍ କର୍ବାଇ । ସେନ୍ତାରି କଲେ ସେ ସପତ୍ ଲାଗିରଇବା ସବୁ ଦଦାପେଲାକେ ଚିଡାଇସି ।
ଏ ବାଇବଇନିମନ୍ ! ପର୍ମେସର୍ ଅବ୍ରାଆମ୍କେ ଜନ୍ ସପତ୍ ଦେଇ ରଇଲା, ସେଟା ବାତାଇବାକେ ମୁଇ ଗଟେକ୍ ଉଦାଅରନ୍ କଇବି। ଜେଡେବଲ୍ ଦୁଇ ଲକ୍ ଗଟେକ୍ ବିସଇତେଇ ରାଜିନାମା ଲେକ୍ବାଇ, ସେ ରାଜିନାମା କେ ମିସା ବାଙ୍ଗାଇ ନାପାରତ୍ । କି ତେଇ କାଇଟା ମିସାଇ ନାପାରତ୍ ।
ପର୍ମେସର୍ ଅବ୍ରାଆମ୍କେ କାତା ଦେଇରଇଲା ବେଲେ, ସେ ପୁରାପୁରୁନ୍ କର୍ବି ବଲି ସପତ୍ କରିରଇଲା । ତାର୍ଟାନେ ଅନି ଆରି କେ ମିସା ବଡ୍ ନ ରଇଲାକେ ନିଜର୍ ନାଉଁ ଦାରି ସପତ୍ କଲା ।