ଏବ୍ରି 5:12 - ସତିଅର୍ ବାଟ୍ ନୁଆ ନିୟମ୍ 202012 ତମେ ବିସ୍ବାସ୍ କରି ବେସିଦିନ୍ ଅଇଗାଲା ଆଚେ । ଆରି ଏବେ ତମେ ତମର୍ ସଙ୍ଗାରିମନ୍କେ ସିକାଇବାର୍ ରଇଲା । ମାତର୍ ପର୍ମେସରର୍ ପର୍ତୁମ୍ ସିକିଆ ତମ୍କେ ଏବେ ସିକାଇବାକେ ଲକର୍ ଲଡାଆଚେ । ତମେ ଗଟେକ୍ ଦୁଦ୍ କାଇବା ପିଲାର୍ପାରା ଆଚାସ୍ । କାଇକେବଇଲେ ଆଁଟ୍ଟା ମନ୍ କାତ୍ରି ନାପାରାସ୍ । အခန်းကိုကြည့်ပါ။ |
ଜନ୍ ଲକ୍ମନ୍ କବର୍ ଜାନାଇଲାଇନି, ଆମେ ପର୍ମେସରର୍ କବର୍ ଜାନାଇଲୁନି, ବଲି ଜାଗ୍ରତ୍ ରଇବାର୍ ଆଚେ । ଜନ୍ ଲକ୍ମନ୍ ତାକର୍ ବାଇବଇନିମନ୍କେ ସେବା କଲାଇନି, ଆମେ ପର୍ମେସର୍ ବପୁ ଦେଲାକେସେ, ସେବାକଲୁନି ବଲି ଏତାଅତ୍ । ତମେ କରିରଇବା ସବୁ କାମେ ଜିସୁକିରିସ୍ଟର୍ଟାନେଅନି ପର୍ମେସର୍ ଡାକ୍ପୁଟା ପାଅ । ସେ ଆକା କାଲ୍ କାଲ୍ ଜୁଗ୍ ଜୁଗ୍ ମଇମା ଆରି ବପୁ ପାଇସି । ଆମେନ୍ !