10 ସେଟାର୍ ପାଇ ତାକେ ପର୍ମେସର୍ ମଲ୍କିସେଦକ୍ ପୁଜାରିର୍ ପାରା ବଡ୍ ପୁଜାରି କରି ବାଚ୍ଲା ।
ତେବର୍ ପାଇ ସେଟା ଦର୍କାର୍ ରଇଲା ଜେ ଆମେ ଜନ୍ଲକ୍ମନ୍କି ତାର୍ ବାଇବଇନି ଅଇଲୁଆଚୁ, ସେ ସମାନ୍ ଆମର୍ ପାରା ଅଇରଇବାକେ । ସେନ୍ତାର୍ ଆଲେ ସେ ଆମର୍ ପର୍ମେସର୍ ଟାନେ ରଇବା ସତ୍ସଙ୍ଗ୍ ଆରି ଦୟାସଙ୍ଗ୍ ରଇବା ବଡ୍ ପୁଜାରି । ସେ ଆମର୍ ବଡ୍ ପୁଜାରି ଅଇଲାକେ ଆମର୍ ପାପର୍ କେମା ଅଇଲା ।
ଏ ମର୍ ବିସ୍ବାସି ବାଇବଇନିମନ୍, ଜନ୍ଲକ୍ମନ୍କେ କି ପର୍ମେସର୍ ତାର୍ ଲକ୍ ବଲି ବାଚ୍ଲା ଆଚେ, । ଆମେ ଜିସୁର୍ ବିସଇ ଅଲପ୍ ବାବିଦେକୁ । କାଇକେବଇଲେ ଜେତ୍କି ସବୁ ବିସଇ ଆମର୍ ବିସ୍ବାସର୍ ଲାଗି ଆଚେ, ତାକେ ସେ ପର୍ମେସର୍ ବଡ୍ ପୁଜାରି ଇସାବେ ପାଟାଇଲା ।
ଏ ବିସଇ ଆରି ଅଦିକ୍ ତମ୍କେ ଜାନାଇବି ବଲି ମୁଇ ମନ୍ କଲିନି । ମାତର୍ ତମେ ଦାପ୍ରେ ବୁଜି ନାପାରାସ୍କେ ବୁଜାଇବାକେ କସ୍ଟ ଆଚେ ।
ସେ ଜାଗାଇସେ ଆମର୍ ଜିସୁ ଆଗ୍ତୁ ଜାଇଆଚେ । ଆରି ସବୁଦିନର୍ପାଇ ମଲ୍କିସେଦକର୍ ପୁଜାରି ପଦ୍ ପାରା ସେ ବଡ୍ ପୁଜାରି ଅଇଲାଆଚେ ।