ଏବ୍ରି 4:8 - ସତିଅର୍ ବାଟ୍ ନୁଆ ନିୟମ୍ 20208 ଆମେ ଏ ବିସଇ ମିସା ଜାନିଆଚୁ ଜେ, ପର୍ମେସର୍ ଜନ୍ ବିସ୍ରାମ୍ ଜାଗାର୍ ପାଇ ସପତ୍ କରିରଇଲା, ସେ ଜାଗା ଜିଅସୁଆ ଆମର୍ ଆନିଦାଦିମନ୍କେ ଡାକି ନେଇ ରଇବା ଜାଗା ନଏଁ । ଜଦି ସେ ଜାଗା ସେଟା ଅଇରଇତା, ତେବେ ପର୍ମେସର୍ ଆରି ଗଟେକ୍ ପୁଣ୍ଡ୍ବା ଦିନର୍ କାତା ନ କଇତା । အခန်းကိုကြည့်ပါ။ |