4 କାଇକେବଇଲେ ଆଟର୍ ସାରାସାରି ଦିନର୍ ବିସଇ ସାସ୍ତରେ ଏନ୍ତାରି ଲେକାଅଇଲାଆଚେ, “ପର୍ମେସର୍ ସବୁଜାକ କାମ୍ସାରାଇ କରି ଆଟର୍ ସାରାସାରି ଦିନେ, ଅଲପ୍ ପୁଣ୍ଡ୍ଲା ।”
କାଇକେ ବଇଲେ ଦରମ୍ସାସ୍ତରେ ଏନ୍ତି ଲେକାଅଇଆଚେ, “ଏ ପର୍ମେସର୍, ମୁନୁସ୍ କେ ଜେ ତମେ ତାର୍ପାଇ ଚିନ୍ତା କଲାସ୍ନି ? ଆରି ମୁନୁସ୍ ଏତେକ୍ ଇନ୍ ଅଇଲେ ମିସା ତାକେ ଜତନ୍ କଲାସ୍ନି ।
କାଇକେବଇଲେ ପର୍ମେସର୍ ସପତ୍ କରିରଇବା ବିସ୍ରାମେ ଜେତ୍କିଲକ୍ ପୁର୍ବାଇ, ସେ ବିସ୍ରାମ୍ କଲାପାରା, ତାକର୍ କାମେଅନି ବିସ୍ରାମ୍ କର୍ବାଇ ।