16 ତେବର୍ପାଇ ତମେ ସାଆସ୍ ସଙ୍ଗ୍ ପର୍ମେସରର୍ ଟାନେ ଜାଇଅଇସି, ଜଦି ଆମେ ମାଙ୍ଗ୍ଲେ ସେ ଜିବନ୍ ଦୁକାଇ ଆମ୍କେ ଦୟା କର୍ସି ଆରି ସାଇଜ ଦର୍କାର୍ ରଇବାବେଲେ, ଆମ୍କେ ସାଇଜ କର୍ସି ।
କିରିସ୍ଟର୍ ଲାଗିସେ ଜିଉଦି ଆରି ଜିଉଦି ନଇଲା ସବୁଲକ୍ ଗଟେକ୍ ଆତ୍ମାଇ, ବାବାର୍ ମୁଆଟେ ଆସି ପାର୍ଲୁ ।
କିରିସ୍ଟର୍ ତେଇ ବିସ୍ବାସ୍ କଲାର୍ ପାଇ ଆରି ତାର୍ ସଙ୍ଗ୍ ମିସି ରଇଲାର୍ ପାଇ, ନ ଡର୍ତେ, ସାଆସ୍ ଅଇକରି, ପର୍ମେସରର୍ ମୁଆଟେ ଟିଆ ଅଇବୁ ।
ତେବର୍ପାଇ ଆମେ ସାସ୍ ଦାରି କଇପାର୍ବୁ ପର୍ମେସର୍ ଆକା ମକେ ସାଇଜ କର୍ସି, ମୁଇ କେବେ ନ ଡରି ଲକ୍ମନ୍ ମକେ କାଇଟା କରି ନାପାରତ୍ ।
ମାତର୍ କିରିସ୍ଟ ଅବ୍କା ଗତିଦାଙ୍ଗ୍ଡାସେ ନ ରଇ ଗଟେକ୍ ପଅ ରଇଲା । ତାର୍ ବାବାର୍ ଗରେ ରଇବା ସବୁ ଦାଇତ୍ ସେ ସତ୍ ବାବେ କଲା । ଆମେ ଜଦି ମୁର୍ଚିରଇକରି ଆସା କଲାଟା ମିଲାଇବୁ ବଲି ଜାଗିରଇଲେ, ତାର୍ କୁଟୁମେ ମିସ୍ବୁ ।
କାଇକେବଇଲେ ମସାର୍ ନିୟମ୍ କାଇଟା ମିସା ପୁରାପୁରୁନ୍ ସିଦ୍କରି ନାପାର୍ଲା । ମାତର୍ ଏବେ ଆମ୍କେ ଗଟେକ୍ ବପୁର୍ ଆସା ମିଲ୍ଲା ଆଚେ । ଜାର୍ଲାଗି ଆମେ ପରମେସରର୍ ଲଗେ ଅଇବାକେ ଆସିପାର୍ଲୁନି ।
ସେଟାର୍ ପାଇ ଜନ୍ ଲକ୍ମନ୍ ତାକେ ବିସ୍ବାସ୍ କରି ଲଗେ ଆଇବାଇ, ସେମନ୍କେ ସବୁବେଲର୍ପାଇ ରକିଆ କରିପାର୍ସି । କାଇକେ ବଇଲେ ସେମନର୍ ପାଇ ପରମେସରର୍ ମୁଆଟେ ଗୁଆରି କର୍ବାକେ ସେ ଜୁଗ୍ ଜୁଗର୍ ପାଇ ଜିବନ୍ ଅଇକରି ଆଚେ ।
ପେଡିର୍ ଡାବ୍ନା ଉପ୍ରେ ପର୍ମେସର୍ ଆଚେ ବଲି ଚିନ୍ ଇସାବେ କେରୁବିନ୍ ବଲି ଡାକ୍ବା ଦୁଇଟା ଡେନା ରଇଲା ଜଁତୁର୍ ମୁର୍ତି ରଇଲା । ତାକର୍ ଉଗାଡିଅଇରଇବା ଡେନା ପେଡିର୍ ଡାବ୍ନା ଉପ୍ରେ ଡାବିଅଇଜାଇରଇଲା । ତାର୍ ଉପ୍ରେ ବନି ଚିଚିଅଇରଇଲା । ଜେନ୍ତାରିକି ଲକ୍ମନର୍ ପାପ୍କେମା ଅଇଜିବାକେ । ମାତର୍ ଏ ଟିକିନିକି ବିସଇ ବୁଜାଇବାକେ ଲଡାନାଇ ।
ଆଗେ ତମେ ତାର୍ ନିଜର୍ ଲକ୍ ନ ରଇଲାସ୍ । ମାତର୍ ଏବେ ତାର୍ ନିଜର୍ ଲକ୍ ଅଇଆଚାସ୍ । ଆଗେ ତାର୍ ଦୟା ପାଇ ନ ରଇଲାସ୍, ମାତର୍ ଏବେ ପାଇଆଚାସ୍ ।