ଏବ୍ରି 4:14 - ସତିଅର୍ ବାଟ୍ ନୁଆ ନିୟମ୍ 202014 ଜିସୁ ପର୍ମେସରର୍ ପଅ ଅଇଲାକେ, ସେ ଆମର୍ ମନେ ଜନ୍ ବଡ୍ ପୁଜାରି ବଲି ବିସ୍ବାସ୍ କରି ଦାରିକରି ଆଚୁ, ସେଟା ଡାଟ୍ କର୍ବୁ । အခန်းကိုကြည့်ပါ။ |
ମସାର୍ ନିୟମ୍ ନ ମାନ୍ବା ଗଟେକ୍ ଲକର୍ ଦସା ସେନ୍ତାରି ରଇଲେ, ପର୍ମେସରର୍ ପଅକେ ଇନ୍ କର୍ବା ଗଟେକ୍ ଲକର୍ ଦସା କେତେକ୍ ଅଦିକ୍ ନ ରଏ । ଜଦି ତାର୍ ରାଜିନାମାର୍ ବନିକେ କାଇ ମୁଲିଅ ନାଇ ବଲି ଏଲାକରିଦେଲେ, ଏ ବନିର୍ ଲାଗି ସେ ପାପେଅନି ସେ ସୁକଲ୍ ଅଇରଇଲା । ସେନ୍ତାରି କର୍ବା ଲକ୍ ପର୍ମେସରର୍ ଆତ୍ମା ଜେ କି ଜିବନ୍ ଦୁକାଇ ଦୟା ଦେକାଇସି, ତାକେ ମିସା ମନ୍ଦୁକ୍ କରାଇଲାନି । ତାର୍ ଡଣ୍ଡ୍ କେତେକ୍ ଅଦିକ୍ ନ ଅଏ ।