ଏବ୍ରି 4:10 - ସତିଅର୍ ବାଟ୍ ନୁଆ ନିୟମ୍ 202010 କାଇକେବଇଲେ ପର୍ମେସର୍ ସପତ୍ କରିରଇବା ବିସ୍ରାମେ ଜେତ୍କିଲକ୍ ପୁର୍ବାଇ, ସେ ବିସ୍ରାମ୍ କଲାପାରା, ତାକର୍ କାମେଅନି ବିସ୍ରାମ୍ କର୍ବାଇ । အခန်းကိုကြည့်ပါ။ |
ପର୍ମେସରର୍ ମଇମାର୍ ଉଜଲ୍ ମାପ୍ରୁ ଜିସୁର୍ଟାନେ ଡିସ୍ସି । ପର୍ମେସର୍ ଜେନ୍ତାରି ଆଚେ, ତାର୍ ପଅ ସେନ୍ତାରିସେ । ଜନ୍ ବପୁର୍ ବାକିଅ ପଅ କାତା ଅଇସି, ସେ ବାକିଅ ସଙ୍ଗ୍ ତିଆର୍କଲାଟା ସେ ସାସନ୍ କର୍ସି । ଆମର୍ ପାପର୍ ଲାଗି କେମା କରିସାରାଇଲା ପଚେ, ସେ ସର୍ଗେ ବାଅଡ୍ଲା । ଆରି ସବୁର୍ତେଇଅନି ବପୁ ରଇବା ପର୍ମେସରର୍ ଉଜାବାଟେ ସାସନ୍ କର୍ବାକେ ବସ୍ଲା ।
ତାର୍ପଚେ ସର୍ଗେଅନି ମୁଇ ଏନ୍ତାରି ସୁନ୍ଲି । “ଏଟା ଲେକି ସଙ୍ଗଇର । ଏବେଅନି ମାପ୍ରୁଟାନେ ମିସ୍ଲାପଚେ ମରିଜିବାଇ ସେ ଲକ୍ମନ୍ କେଡେକ୍ କରମର୍ ଲକ୍ । ଉଁ ବଲି ଆତ୍ମା କଇଲାନି । ଏଟା ସତଇସେ ଗଟ୍ସି, ତାକର୍ ଆବଡ୍ କାମେଅନି ଚନେକ୍ ପୁଣ୍ଡ୍ବାକେ ସେଟା ତାକର୍ ବେଲା ରଇସି । କାଇକେବଇଲେ ସେମନ୍ କରିରଇବା ନିକ କାମର୍ ଲାଗି ସେମନ୍ ପୁରୁସ୍କାର୍ ପାଇବାଇ ।”