8 ଜେନ୍ତାର୍, ମରୁବାଲି ବୁଏଁ ତମର୍ ଆନିଦାଦିମନ୍ ମାପ୍ରୁକେ ପରିକା କଲାଇ ଆରି ତାର୍ ବିରଦେ ଟିଆ ଅଇଲାଇ, ସେ ରକାମ୍ ତମେ ନିଜର୍ ମନ୍ ଆଁଟ୍ କରାନାଇ ।”
କାଇକେ ବଇଲେ ସେମନର୍ ବୁଦି ଉନା । ସେମନ୍ କାନେ ଚୁଟିଅଇ ଦେଇଆଚତ୍ ଆରି ଆଁକି ଲିମିଦେଇ ଆଚତ୍ । ସେନ୍ତାର୍ ନ ଅଇରଇଲେ ସେମନ୍ ଦେକିପାର୍ତାଇ, ସୁନିପାର୍ତାଇ ଆରି ମର୍ ଲଗେ ବାଉଡି ଆଇତାଇ । ସେମନ୍କେ ମୁଇ ନିକ କରିଦେଇତି ।
ମାତର୍ ସେମନର୍ ବିତ୍ରେଅନି କେତେକ୍ ଲକର୍ ମନ୍ ଡାଟ୍ ରଇଲା । ସେମନ୍ ବିସ୍ବାସ୍ କରତ୍ନାଇ । ଦଲର୍ ସବୁ ଲକର୍ ମୁଆଟେ ସେମନ୍ ମାପ୍ରୁର୍ ବାଟ୍ ବିସଇନେଇ, ତିପୁଲ୍ କାତା କଇଲାଇ । ସେଟାର୍ପାଇ ପାଉଲ୍ ସେମନ୍କେ ଚାଡି, ବିସ୍ବାସିମନ୍କେ ନେଇ, ସବୁ ଦିନ୍ ଟିରାନସ୍ ନାଉଁର୍ ଗରେ ନିଆଇ କର୍ବାର୍ ଦାର୍ଲାଇ ।
ମିସର୍ ଦେସେ, ଲଇତ୍ ସାଗରେ ଆରି ଚାଲିସ୍ ବରସ୍ ମରୁବାଲି ବୁଏଁ କେତେକ୍ କେତେକ୍ କାବା ଅଇଜିବା କାମ୍ମନ୍ ଆରି ଚିନ୍ମନ୍ କଲା ।
ସେନ୍ତିସେ ସେମନର୍ ବିତ୍ରେ କେତେଲକ୍ ମାପ୍ରୁକେ ପରିକା କଲାଇ ଆରି ବିସ୍ ରଇବା ସାଁପ୍ ଟକାଇ ଅଇକରି ମଲାଇ । ସେନ୍ତାରି ଆମେ ମାପ୍ରୁକେ ପରିକା ନ କରୁ ।