ଏବ୍ରି 3:6 - ସତିଅର୍ ବାଟ୍ ନୁଆ ନିୟମ୍ 20206 ମାତର୍ କିରିସ୍ଟ ଅବ୍କା ଗତିଦାଙ୍ଗ୍ଡାସେ ନ ରଇ ଗଟେକ୍ ପଅ ରଇଲା । ତାର୍ ବାବାର୍ ଗରେ ରଇବା ସବୁ ଦାଇତ୍ ସେ ସତ୍ ବାବେ କଲା । ଆମେ ଜଦି ମୁର୍ଚିରଇକରି ଆସା କଲାଟା ମିଲାଇବୁ ବଲି ଜାଗିରଇଲେ, ତାର୍ କୁଟୁମେ ମିସ୍ବୁ । အခန်းကိုကြည့်ပါ။ |
ପର୍ମେସରର୍ ମନ୍ଦିରେ ପୁତ୍ଲା ପୁଜା କର୍ବାର୍ ନ ଅଏ । ଆମେ ପର୍ମେସରର୍ ମନ୍ଦିର୍ ପାରା । କାଇକେବଇଲେ ଜିବନ୍ ରଇବା ପର୍ମେସର୍ ଆମର୍ ବିତ୍ରେ ବାସା ଅଇଆଚେ । ସେ ନିଜେ କଇଲାଆଚେ “ ଜନ୍ ଲକ୍ମନ୍ ମର୍ ଲକ୍, ମୁଇ ସେମନର୍ ସଙ୍ଗ୍ ରଇବି । ତାକର୍ ବିତ୍ରେ ଚାଲାବୁଲା କର୍ବି । ମୁଇ ସେମନର୍ ପର୍ମେସର୍ ଅଇବି । ଆରି ସେମନ୍ ମର୍ ଲକ୍ ଅଇବାଇ ।”