4 କାଇକେବଇଲେ ସବୁ ଗର୍ ମେସ୍ତୁରିସେ ତିଆର୍ କର୍ସି । ମାତର୍ ପର୍ମେସର୍ ସବୁ ବିସଇ ତିଆର୍ କଲାଆଚେ ।
ମାତର୍ ଏ ସେସ୍ କାଲେ ତାର୍ ପଅକେ ପାଟାଇକରି ତାର୍ କାତା ଜାନାଇ ଆଚେ । ତାର୍ଲାଗି ଏ ଜଗତ୍ ତିଆର୍ କଲାଆଚେ ଆରି ଜଗତର୍ ସବୁ ବିସଇର୍ ଉପ୍ରେ ତାକେ ଅଦିକାର୍ ଦେଲାଆଚେ ।
ଗର୍ତେଇଅନି ଗର୍ ତିଆର୍କଲା ମେସ୍ତୁରି ଅଦିକ୍ ସନ୍ମାନ୍ ପାଇସି । ସେନ୍ତାରିସେ ଜିସୁ ମସାର୍ଟାନେଅନି ଅଦିକ୍ ବଡ୍ ବଲି ସନ୍ମାନ୍ ମିଲ୍ସି ।
ମସା ଗତିଦାଙ୍ଗ୍ଡା ଇସାବେ ପର୍ମେସରର୍ ଗରେ କାମ୍ କର୍ତେରଇଲା, ଆରି ପର୍ମେସର୍ ଜନ୍ଟା ଆଇବା ଦିନ୍ମନ୍କେ ଜାନାଇସି, ସେଟାଆକା ସେ କଇରଇଲା ।