16 ପର୍ମେସରର୍ ବାକିଅ ସୁନିକରି ମିସା ଜେତ୍କି ଲକ୍ ତାକେ ବିରଦ୍ କଲାଇ, ସେ ଲକ୍ମନ୍ କେ ? ଜନ୍ ଲକ୍ମନ୍କେ ମସା ମିସର୍ଦେସେଅନି ବାର୍କରାଇ ଆନିରଇଲା ସେମନ୍ ନ ଅଅତ୍ କି ?
ଏ ସବୁ ବିସଇ ତମେ ଜାନିରଇଲେ ମିସା ମାପ୍ରୁ ଇସ୍ରାଏଲର୍ ଲକ୍ମନ୍କେ ମିସର୍ ଦେସେଅନି ମୁକ୍ଲାଇକରି ଆନ୍ଲା ବିସଇ ତମ୍କେ ଏତାଇଦେବାକେ ମୁଇ ମନ୍ କଲିନି । ମାତର୍ ପଚେ ଜେତ୍କି ଲକ୍ ବିସ୍ବାସ୍ କରତ୍ନାଇ, ସେମନ୍କେ ସବୁକେ କୁରୁପ୍ନାସ୍ କଲା ।