ଏବ୍ରି 3:14 - ସତିଅର୍ ବାଟ୍ ନୁଆ ନିୟମ୍ 202014 କାଇକେବଇଲେ ଆମେ ଜଦି ସାରାସାରି ଦିନ୍ ଜାକ ଆମର୍ ବିସ୍ବାସ୍ ଡାଁଟ୍ ସଙ୍ଗ୍ ଦାରିରଇବୁ, ସେନ୍ତାର୍ଆଲେ ଆମେ ସବୁଲକ୍ କିରିସ୍ଟର୍ ସଙ୍ଗ୍ ବାଗ୍ ନେଇ ମିସିକରି ରଇବୁ । အခန်းကိုကြည့်ပါ။ |
ଜଦି ତାକର୍ ସାଉକାର୍ମନ୍ କିରିସ୍ଟକେ ବିସ୍ବାସ୍ କଲାଇନି, ସେନ୍ତାର୍ଆଲେ ବିସ୍ବାସି ସାଉକାର୍ମନ୍କେ, ବିସ୍ବାସ୍ ନ କର୍ବା ସାଉକାର୍ମନର୍ ତେଇଅନି, କିରିସ୍ଟର୍ଟାନେ ବାଇ ଇସାବେ ସନ୍ମାନ୍ ଉନା ଦେକାଇଲେ ଅଇସି ବଲିକରି ବାବ୍ବାର୍ ନାଇ । ତାର୍ ବାଦୁଲେ ସେମନର୍ପାଇ ଅଦିକ୍ ଆବଡ୍ କାମ୍ କର୍ବାର୍ ଆଚେ । କାଇକେବଇଲେ ସେମନ୍ ଜନ୍ ସାଉକାରର୍ପାଇ କାମ୍ କଲାଇନି, ସେମନ୍ ମିସା ବିସ୍ବାସି ଲକ୍ । ଆରି କିରିସ୍ଟର୍ଟାନେ ବାଇ ଇସାବେ ଆଲାଦ୍ କଲାଇନି । ବିସ୍ବାସି ମନ୍କେ ଏ ସର୍ତେ ବିସଇ ସିକାଆ । ଆରି ସେଟା କର୍ବାକେ ସେମନ୍କେ ସାର୍ଦା କର୍ ।