11 ସେଟାର୍ ପାଇ ମୁଇ ରିସାଅଇ ସପତ୍କରି କଇଲି, ମୁଇ ଜନ୍ଦେସେ ପୁଣ୍ଡ୍ବାକେ ଦେଇତି, ସେ ଦେସେ କେବେ ମିସା ତମ୍କେ ପୁର୍ବାକେ ନ ଦେଇ ।
ଆମେ ଜେତ୍କି ଲକ୍ ବିସ୍ବାସ୍ କର୍ବୁ, ଆମେସେ ସେ ପୁଣ୍ଡ୍ବା ଜାଗାଇ ପୁର୍ବୁ । କାଇକେବଇଲେ ତାକର୍ ବିସଇନେଇ ପର୍ମେସର୍ କଇଲାଆଚେ, “ମର୍ ରିସାଇ ମୁଇ ସପତ୍ କରିଆଚି । ମୁଇ ତିଆର୍ କରିରଇବା ପୁଣ୍ଡ୍ବା ଜାଗାଇ ସେମନ୍କେ ନ ପୁରାଇ ।” ଜଗତ୍ ତିଆର୍ ଅଇଲା ବେଲେଅନି ସେ ପୁଣ୍ଡ୍ବା ଗର୍ ତିଆର୍ ଅଇରଇଲା । ଏଲେ ମିସା ପର୍ମେସର୍ ସେନ୍ତାରି କଇରଇଲା ।
ଆରି ଏ ବିସଇ ବିନ୍ଟାନେ ଲେକାଅଇଆଚେ । “ସେମନ୍ ମର୍ ପୁଣ୍ଡ୍ବା ଜାଗାଇ କେବେ ମିସା ପୁରିନାପାରତ୍ ।”
ସେଟାର୍ପାଇ ଏଟା ସତ୍ ଆକା । ଆଟର୍ ସାରାସାରି ଦିନେ ପର୍ମେସର୍ ପୁଣ୍ଡ୍ଲାପାରା ତାକର୍ ଲକ୍ମନର୍ ପାଇ ଗଟେକ୍ ପୁଣ୍ଡ୍ବା ବେଲା ସଙ୍ଗଇଆଚେ ।