ଏବ୍ରି 2:8 - ସତିଅର୍ ବାଟ୍ ନୁଆ ନିୟମ୍ 20208 ସବୁ ବିସଇର୍ ଉପ୍ରେ ସାସନ୍ କର୍ବାକେ ଅଦିକାର୍ ଦେଇଆଚାସ୍ ।” ଇତି ଲେକାଅଇଆଚେ, କାଇ ବିସଇ ନ ଚାଡି ମୁନୁସ୍କେ ସବୁ ବିସଇ ଉପ୍ରେ ସାସନ୍ କର୍ବାକେ ଦେଇଆଚେ । ଇତିଅନି ଜାନାପଡି ଗାଲାନିଜେ ସବୁ ବିସଇ ତାର୍ ଅଦିକାରେ ଆଚେ । ମୁନୁସ୍ ଏବେ ସବୁ ବିସଇର୍ ଉପ୍ରେ ଅଦିକାର୍ କରେ ନାଇତା । ଏଟା ଏବେ ଆମେ ଜାନ୍ଲୁନି । အခန်းကိုကြည့်ပါ။ |