7 ତମେ ତାକେ ସରଗର୍ ଦୁତ୍ମନର୍ ଟାନେଅନି ଅଲପ୍ ଉନା କରି ଆଚାସ୍ । ସେମନ୍କେ ମଇମା ଆରି ଡାକ୍ପୁଟା କରିଆଚାସ୍ ।
ମାତର୍ ଜନ୍ ଲକ୍ମନ୍ ସତ୍ ଇସାବେ କାମ୍ କଲାଇନି, ସେମନ୍ ଜିଉଦି ଅଅତ୍ କି ଜିଉଦି ନଇଲା ଲକ୍ ଅଅତ୍, ସେମନ୍କେ ପରମେସର୍ ଡାକ୍ପୁଟାକରି ସନ୍ମାନ୍ ଆରି ସାନ୍ତି ଦେଇସି ।
ଜନ୍ ଲକ୍ମନ୍ ଡାକ୍ପୁଟା, ସନ୍ମାନ୍ ଆରି ଅମର୍ ଅଇବା ଆସାଇ ମୁର୍ଚିକରି ସତ୍କାମ୍ କରିଜିବାଇ, ସେମନ୍କେ ପରମେସର୍ ନ ସାର୍ବା ଜିବନ୍ ଦେଇସି ।
ଜନ୍ ରାଜା କାଲ୍ କାଲ୍ ଜୁଗ୍ ଜୁଗ୍ ସାସନ୍ କର୍ସି, ଆରି ଜାକେ କି କେ ଦେକି ନାପାରତ୍, ସେ ଆକା ଗଟେକ୍ ପର୍ମେସର୍ । ସେ କାଲ୍ କାଲ୍ ଜୁଗ୍ ଜୁଗ୍ ମଇମା ଆରି ସନ୍ମାନ୍ ପାଅ । ଆମେନ୍ !
ଆମେ ଦେକ୍ଲୁନି, ଜିସୁ କେନ୍ତି ଚନେକର୍ପାଇ ସରଗର୍ ଦୁତ୍ମନର୍ ଟାନେଅନି ତଲେ ଅଇରଇଲା । ଆରି ଜେନ୍ତିକି ସେ ପର୍ମେସରର୍ ଦୟା ପାଇକରି ସବୁଲକର୍ ପାଇ ଜନ୍ ଦୁକ୍ କସ୍ଟ ପାଇକରି ମଲା, ସେ ମରନର୍ ଲାଗି ଏବେ ଆମେ ତାକେ ମଇମା ଆରି ଡାକ୍ପୁଟା ଅଇଲାଟା ଦେକ୍ଲୁନି ।