5 ପର୍ମେସର୍ ନୁଆ ଜଗତ୍ ତିଆର୍ କର୍ସି । ଆରି ଆମେ ଜନ୍ ଜଗତର୍ କାତା କଇଲୁନି, ତେଇର୍ ସାସନ୍ କର୍ବାକେ, ସେ ସରଗର୍ ଦୁତ୍ମନ୍କେ ବାଚିକରି ମିସାଏ ନାଇ ।
ରାଇଜର୍ ସବୁ ବାସାର୍ ଲକ୍ମନର୍ ଲଗେ, ମାପ୍ରୁର୍ ସାକିଦେବାକେ ଦୁନିଆର୍ ଗୁଲାଇବାଟେ ତାର୍ କାତା ସୁନାଇବାଇ । ତାର୍ପଚେ ସେ ଜୁଗ୍ ସାର୍ସି ।”
କାଇକେ ବଇଲେ ଆମେ ସବୁଦିନ୍ ଏ ଜଗତେ ନ ରଉ । ମାତର୍ ଆଇବା ଦିନ୍ମନ୍କେ କେବେ ନ ସାର୍ବା ଦିନ୍ଜାକ ରଇବା ନଅରେ ରଇବୁ ବଲି ଆମେ ଜାଗିଆଚୁ ।
ପର୍ମେସରର୍ ବାକିଅ କେଡେକ୍ ନିକ ବଲି ସେମନ୍ ଜାନିଆଚତ୍ । ଆଇବା ଜୁଗେ ତାର୍ ଜନ୍ ବପୁ ସବୁକେ ଦେକାଇ ଅଇସି, ସେଟା ସେମନ୍ ଜାନିଆଚତ୍ ।
ଆମେ ସେ କାତା ଦେଲା ଇସାବେ ନୁଆଁ ବାଦଲ୍ ଆରି ନୁଆଁ ପୁର୍ତିବିକେ ଜାଗ୍ଲୁନି । ସେଟା ଦରମ୍ଲକର୍ ବାସା ଅଇବା ଜାଗା ଅଇସି ।
ତାର୍ପଚେ ସାତ୍ ଲମର୍ ଦୁତ୍ ତାର୍ ମଇରି ପୁକ୍ଲା । ଆରି ଏଦେ ଦେକା ! ସର୍ଗେ ଜବର୍ ଆଉଲି ଅଇବାଟା ସୁନିଅଇଲା । ଜଗତ୍କେ ସାସନ୍ କର୍ବା ବପୁ ଆମର୍ ମାପ୍ରୁ ଆରି ତାର୍ ମସିଅକେ । ସେ କାଲ୍ କାଲ୍ ଜୁଗ୍ ଜୁଗ୍ ସାସନ୍ କର୍ସି ।