12 ଜିସୁ ପର୍ମେସର୍କେ କଇଲା ଆଚେ, “ମୁଇ ତମର୍ ସବୁଜାକ କାମ୍ ମର୍ ବାଇମନ୍କେ ଜାନାଇବି । ସେମନ୍ ରୁଣ୍ଡ୍ଲାଟାନେ ତମ୍କେ ସୁମର୍ନା କର୍ବି ।”
ଜିସୁ ସେମନ୍କେ କଇଲା, “ମୁଇ ସବୁବେଲେ ଲକ୍ମନର୍ ଜାନ୍ତେ ସିକାଇତେ ରଇଲି । ଆରି ଜିଉଦି ଲକ୍ମନର୍ ଉପାସନା ଗରେ ଆରି ମନ୍ଦିର୍ତେଇ ସବୁ ଜିଉଦି ଲକ୍ମନ୍ ରୁଣ୍ଡିରଇଲା ବେଲେ ସେମନ୍କେ ସିକାଇଲିଆଚି । କାଇଟାମିସା ଲୁଚ୍ତେ କଇନାଇ ।
ପର୍ମେସରର୍ ପଣୁଆ ପିଲାମନ୍ ସାର୍ଦାସଙ୍ଗ୍ ରୁଣ୍ଡିରଇବା ଜାଗାଇ ଆମେ ଆଇଲୁଆଚୁ । ତାକର୍ ନାଉଁମନ୍ ସର୍ଗେ ଲେକାଅଇଲା ଆଚେ । ଆମେ ପର୍ମେସରର୍ ଲଗେ ଆଇଲୁ ଆଚୁ । ସେ ସବୁକେ ବିଚାର୍ କର୍ସି । ସେ ସିଦ୍ କରିରଇବା ଦରମ୍ଲକର୍ ଆତ୍ମାମନର୍ଟାନେ ଆଇଲୁ ଆଚୁ ।