6 କାଇକେବଇଲେ ମାପ୍ରୁ ଜେତ୍କି ଲକ୍କେ ଆଲାଦ୍ କର୍ସି, ସେତ୍କି ଲକ୍କେ ସେ ସାସନ୍ କର୍ସି । ଆରି ଜେତ୍କି ଲକ୍କେ ତାର୍ ପିଲାଜିଲା ବଲି ଏଜିଆଚେ ସେ ସବୁ ଲକ୍କେ ଡଣ୍ଡ୍ ଦେଇସି ।
ଜନ୍ ଲକ୍ମନ୍ ପରିକା ଆଇଲେ ମିସା ମୁର୍ଚି କରି ରଇବାଇ, ସେମନ୍ କେଡେକ୍ ନିକ କରମର୍ ଲକ୍ । କାଇକେବଇଲେ ସେ ସବୁ ପରିକାଇ ସେମନ୍ ଡାଁଟ୍ ସଙ୍ଗ୍ ଟିଆଅଇଲାପଚେ, ପୁରୁସ୍କାର୍ ପାଇବାଇ । ପର୍ମେସର୍ ତାର୍ ନିଜର୍ ଲକ୍ମନ୍କେ ଜନ୍ ଜିବନର୍ ମୁକୁଟ୍ ଦେବାକେ ସପତ୍ କଲାଆଚେ, ସେମନ୍ ସେଟା ପୁରୁସ୍କାର୍ ଇସାବେ ମିଲାଇବାଇ ।
ସେମନ୍ ମୁର୍ଚିକରି ରଇଲାର୍ପାଇ ବଲି କେଡେକରମର୍ ଲକ୍ ବଲି କଇଲୁନି । ସେନ୍ତାରିସେ ଆୟୁବ୍ ବେସି ଦିନ୍ଜାକ ମୁର୍ଚିକରି ରଇଲାଟା ତମେ ସୁନି ଆଚାସ୍ । ସାରାସାରି ପଚେ ମାପ୍ରୁ ଜନ୍ରକାମ୍ ତାକେ ବାଉଡାଇଦେଲାଟା ଜାନିଆଚାସ୍ । କାଇକେ ବଇଲେ ଆମର୍ ମାପ୍ରୁ ଦୟାକର୍ସି ଆରି ପୁରାପୁରୁନ୍ କଲିକରମ୍ ଦେକ୍ବା ମାପ୍ରୁ ।
ମୁଇ ଜେତ୍କି ଲକ୍କେ ଆଲାଦ୍ କଲିନି, ସେ ଲକ୍ମନ୍କେ ଦମ୍କାଇ କରି ଡଣ୍ଡ୍ ଦେଲିନି । ତେବର୍ପାଇ ତମର୍ ପାପେଅନି ବାଉଡା । ଜେନ୍ତାରି କି ସତ୍ ବାବେ ମର୍ବାଟେ ଆଇସା ।