ଏବ୍ରି 12:16 - ସତିଅର୍ ବାଟ୍ ନୁଆ ନିୟମ୍ 202016 ଜାଗର୍ତା ରୁଆ, ତମର୍ ବିତ୍ରେ କେ ମିସା ବେସିଆ କାମ୍ କରାନାଇ । ପର୍ମେସର୍କେ ବିସ୍ବାସ୍ ନ କରି ରଇବା ଏସ୍ଅ ପାରା ନ ଉଆ । ସେ ଗଟେକ୍ କାଦିର୍ପାଇ ପର୍ମେସର୍ ସେ ପାଇସି ବଲି କାତା ଦେଇରଇବା ବଡ୍ ପିଲାର୍ ଅଦିକାର୍ ପାଲ୍ଟାଇଲା । အခန်းကိုကြည့်ပါ။ |
ମୁଇ ଚିନ୍ତାଇ ଆଚି ଜେ, ମୁଇ ଆରିତରେକ୍ ଆଇଲାବେଲେ, ତମର୍ ମୁଆଟେ ମକେ ପର୍ମେସର୍ ଲାଜ୍ କରାଇସି । ଆରି ମୁଇ ବେସି ଦୁକ୍ ଅଇବି । କାଇକେବଇଲେ, ଆଗେ ଜେତ୍କି ଲକ୍ ପାପ୍ କରି ଆଚତ୍ ବଲି ମୁଇ ଜାନିଆଚି । ସେମନ୍ ଏବ୍କେ ଜାକ ତାକର୍ କାରାପ୍ ଚଲାଚଲ୍ତିର୍ ଲାଗି ମାନି ଅଅତ୍ ନାଇ । ଜନ୍ଟାକି ନିଜର୍ କାରାପ୍ ମନ୍ କଲା ଇସାବେ ବଁଚ୍ବାଟା ଆରି ବେସିଆ କାମ୍ କର୍ବାଟା ।
ଦରମ୍ କାମ୍ କର୍ବା ଲକ୍ମନର୍ପାଇ ନିୟମ୍ ତିଆର୍ ନ ଅଇରଇଲା । ତାର୍ ବାଦୁଲେ ଜନ୍ ଲକ୍ମନ୍ ତାର୍ ବିରଦି ଅଇରଇଲାଇ, ଆରି ତାର୍ କାତା ମାନି ନ ରଇଲାଇ, ସେନ୍ତାରି ଲକ୍ମନର୍ ପାଇ ପର୍ମେସର୍ ନିୟମ୍ ତିଆର୍ କରିରଇଲା । ଜନ୍ ଲକ୍ମନ୍ ପର୍ମେସର୍ ରଏ ନାଇ ବଲି ଚଲାଚଲ୍ତି କଲାଇନି, ଜନ୍ ଲକ୍ମନ୍ ପାପ୍ କର୍ବାଇ, କରାପ୍ କାମ୍ କର୍ତେରଇବାଇ, ଆରି ପର୍ମେସର୍କେ ସନ୍ମାନ୍ ନ ଦେଇତେରଅତ୍, ଜନ୍ଲକ୍ମନ୍ କି ତାକର୍ ଆୟା ବାବାମନ୍କେ ମରାଇବାଇ କି ବିନ୍ ଲକ୍ମନ୍କେ ମିସା ମରାଇବାଇ,
ମାତର୍ ଜେ ମର୍ସଙ୍ଗ୍ ଆଇବାକେ ଡର୍ବାଇ, ଆରି ବିସ୍ବାସ୍ ନ କରତ୍, ଜାର୍ ଚଲାଚଲ୍ତି କାରାପ୍, ଜେ କି ନର୍ମାରୁମନ୍ ଆଚତ୍, ଜନ୍ ଲକ୍ମନ୍ କାରାପ୍ ରିତିନିତି ଅବିଆସ୍ କର୍ବାଇ, ଜନ୍ଲକ୍ମନ୍ ମଁତର୍ ଜଁତର୍ କର୍ବାଇ ଆରି ଜନ୍ ଲକ୍ମନ୍ ମିଚ୍ ଦେବ୍ତାମନ୍କେ ଜୁଆର୍ କର୍ବାଇ, ଆରି ଜେତ୍କି ସବୁ ମିଚୁଆମନ୍ ରଇବାଇ, ତାକର୍ ସେସର୍ ବେଲା ଏନ୍ତାରି ଅଇସି । ସେମନ୍କେ ଲାଗ୍ତେରଇବା ଗନ୍ଦ୍ଟାନେ ପିଙ୍ଗା ଅଇସି । ସେଟା ଅଇଲାନି ପଚର୍ ମରନ୍ ।