12 ତେବର୍ପାଇ ଅଦୁଆ ଅଇରଇବା ଆତ୍ ଉଟାଆ ଆରି ଲୁଡ୍ଗୁଡି ଜାଇତେରଇବା ମାଣ୍ଡିମନ୍ ଡାଁଟ୍କରା ।
ଏ ବାଇବଇନିମନ୍, ଆମେ ତମ୍କେ ଗୁଆରି କଲୁନି । ପାଇଟି କାବାଡ୍ ନ କରି ବାଡୁ ଅଇ ରଇବା ଲକ୍ମନ୍କେ ଜାଗ୍ରତ୍ କରା । ତାକ୍ଲା ପୁଣ୍ଡ୍ଲା ଲକ୍ମନ୍କେ ଜତନ୍ କରା । ଡର୍ବା ଲକ୍ମନ୍କେ ସାଆସ୍ ଦିଆସ୍ । ଲକ୍ମନର୍ କୁଆ କାତା ମୁର୍ଚି କରି ରୁଆ ।
ବାବିଦେକା, ସେ କେତେକ୍ ଦୁକ୍ କସ୍ଟ ପାଇଆଚେ । ସେ ପାପିମନର୍ ଟାନେଅନି କେତେକ୍ ଉଡା ସୁନିଆଚେ । ଜେନ୍ତାର୍କି ଆସା ନ କରି ଚାଡି ଦିଆସ୍ ନାଇ ।
ପର୍ମେସରର୍ ସାସ୍ତରେ ଲେକା ଅଇଲାଟା ତମେ ପାସ୍ରିଗାଲାସ୍ କି ? ସେ ତାର୍ ପିଲାଜିଲାମନ୍କେ ମନ୍ ସାର୍ଦା କରାଇ ଏନ୍ତାରି କଇରଇଲା । ସେ କଇଲା, ମର୍ ପଅ ମାପ୍ରୁର୍ ସାସନ୍ କର୍ବାଟା ଏଲା କର୍ବାର୍ ନାଇ । ସେ ତମ୍କେ ଡଣ୍ଡ୍ ଦେବାବେଲେ ଆସା ଚାଡ୍ବାର୍ ନାଇ ।