ଏବ୍ରି 11:9 - ସତିଅର୍ ବାଟ୍ ନୁଆ ନିୟମ୍ 20209 ତାର୍ ବିସ୍ବାସର୍ ଲାଗି ପର୍ମେସର୍ ତାକେ ଦେବି ବଲି କାତା ଦେଇରଇଲା ଦେସେ, ସେ ବିନ୍ଦେସର୍ ଲକ୍ ପାରା ତୁମ୍ ଟାନି ରଇଲା । ସେନ୍ତାରିସେ ତାର୍ ପଅ ଇସାକ୍ ଆରି ଜାକୁବ୍ ତାର୍ ନାତି ମିସା ପର୍ମେସର୍ କାତା ଦେଇରଇଲାଟା ମିଲାଇବାଟାନେ ମିସ୍ଲାଇ । အခန်းကိုကြည့်ပါ။ |