ଏବ୍ରି 11:4 - ସତିଅର୍ ବାଟ୍ ନୁଆ ନିୟମ୍ 20204 ଏବଲର୍ ବିସଇ ବାବି ଦେକୁ । ତାର୍ ବିସ୍ବାସର୍ ଲାଗି ସେ ଜନ୍ଟା ପର୍ମେସର୍କେ ସର୍ପି ଦେଇରଇଲା, ତାର୍ ବାଇ କଇନ୍ ଦେଲାଟାନେଅନି ନିକରଇଲା । ତାର୍ ବିସ୍ବାସର୍ ଲାଗି ପର୍ମେସର୍ ତାକେ ଦରମ୍ ବଲି ଏଜାଇଲା । ସେ ସର୍ପିଦେଲାଟା ପର୍ମେସର୍ ମାନ୍ଲାକେ ଆମେ ଏଟା ଜାନ୍ଲୁନି । ତେବର୍ପାଇ ଏବଲ୍ ମରିଗାଲେମିସା ତାର୍ ବିସ୍ବାସର୍ ଲାଗି, ସେ ଆମ୍କେ କାଇକାଇଟା କଇଲାନି । အခန်းကိုကြည့်ပါ။ |
ଏବେ ଆମେ ସବୁ ଆରାଜିତାଟାନେ ପାଲାଇବା ଲକ୍ମନର୍ପାରା ଆଚୁ । ଆମର୍ ଚାରିବେଟ୍ତି ଗଟେକ୍ ବଡ୍ ଦଲର୍ ସାକିମନ୍ ଦେକ୍ଲାଇନି । ତେବର୍ପାଇ ଜନ୍ଟାମନ୍ ଆମ୍କେ ବାଦା ଦେଲାନି, ଆରି ଜନ୍ ପାପ୍ମନ୍ ଆମ୍କେ ପଚ୍କେ ଜିକ୍ଲାନି, ସେଟା ସବୁ ବେଟି ପିଙ୍ଗିଦେବାର୍ । ଜନ୍ ଆରାଜିତା ଅଇ ପାଲାଇବାଟା ପର୍ମେସର୍ ଆମର୍ ମୁଆଟେ ସଙ୍ଗଇଆଚେ, ତେଇ ଆମେ ମୁର୍ଚିକରି ପାଲାଇ ସାରାଇଦେଉଁ ।