2 ସେନ୍ତାରି ଜନ୍ ଲକ୍ମନ୍ ପର୍ମେସର୍କେ ଉପାସନା କର୍ତେରଇଲାଇ, ଜଦି ସେମନ୍ ତାକର୍ ପାପେ ଅନି ସୁକଲ୍ ଅଇତାଇ, ତେବେ ସେମନ୍କେ ତାକର୍ ପାପ୍ ଦସି ନ କରାଇତା । ଆରି ସବୁ ବଲିଦେବାଟା ସାରିଜାଇତା ।
ସେ ଆରି ତରେକ୍ କଇଲା, ତାକର୍ ପାପ୍ ଆରି କାରାପ୍ ଗୁନ୍ ଚଲନ୍ ମୁଇ ପାସ୍ରି ଜିବି ।
ତମର୍ କାଇ ବୁଲ୍ ନ ରଇଲେ ମିସା ମୁର୍ଚିକରି ରଇଲେ, ତେଇ ପର୍ମେସର୍ ସାର୍ଦା ଅଇସି । କାଇକେବଇଲେ ତମେ ତାର୍ ମନ୍ କଲାଟା ସିଦ୍ କଲାସ୍ନି ।