16 “ମାପ୍ରୁ କଇଲାନି, ଆଇବା ଦିନ୍ମନ୍କେ, ମୁଇ ଏ ନୁଆଁ ରାଜିନାମା, ସେ ଲକ୍ମନର୍ପାଇ କର୍ବି । ମୁଇ ମର୍ ନିୟମ୍ ସେମନର୍ ମନେ ସଙ୍ଗଇବି ଆରି ଚିନ୍ତା କର୍ବାଟାନେ ଲେକ୍ବି ।”
ସେମନର୍ ପାପ୍ ରଇବା ଚଲାଚଲ୍ତି ମୁଇ ଦାରିଜିବାବେଲେ, ସେମନର୍ ସଙ୍ଗ୍ ଏ ରାଜିନାମା କର୍ବି ।