ଏବ୍ରି 10:1 - ସତିଅର୍ ବାଟ୍ ନୁଆ ନିୟମ୍ 20201 ମସାର୍ ନିୟମ୍ ଅବ୍କା ଗଟେକ୍ ବାନା ପାରା ରଇଲା । ଜନ୍ ନିକ ଆସିର୍ବାଦ୍ କିରିସ୍ଟ ଆମ୍କେ ଦେଇସି, ସେ ଆସିର୍ବାଦର୍ ଗୁନ୍ଚଲନ୍ ତେଇ ଡିସ୍ତେରଇଲା । ମାତର୍ ସେଟା ଆସିର୍ବାଦର୍ ସମାନ୍ ନଏଁ । ତେବର୍ପାଇ ନିୟମ୍ ମାଙ୍ଗ୍ଲା ଇସାବେ, ସେମନ୍ ସବୁ ବର୍ସେ ବଲି ସର୍ପାଇ ଅଇତେରଇଲାଇ । ମାତର୍ ସେ ସବୁ ବଲି ସରପ୍ବାଟା ପର୍ମେସର୍ଟାନେ ଆଇବା ଲକ୍ମନ୍କେ ସିଦ୍ କରିନାପାର୍ଲା । အခန်းကိုကြည့်ပါ။ |
ଲେବିର୍ ନାତିତିତି ପୁଜାରି ଇସାବେ ବାଚ୍ଲାର୍ପାଇ ପର୍ମେସର୍ ତାର୍ ନିୟମ୍ ଜିଉଦିମନ୍କେ ଦେଇରଇଲା । ମାତର୍ ଲେବି ବଁସର୍ ପୁଜାରିମନ୍ ଜଦି ସିଦ୍ଲକ୍ ଅଇରଇତାଇ ଆଲେ, ଆରି ଗଟେକ୍ ପୁଜାରି ଆଇବାକେ ଦର୍କାର୍ ନ ରଇଲା । ସେନ୍ତାର୍ ଏ ପୁଜାରି ଆରଣ୍ ଜେ କି ଲେବିର୍ ନାତିତିତି ରଇଲା, ତାର୍ ପୁଜାରିପଦ୍ ନ ଦାରି ମଲ୍କିସେଦକର ପୁଜାରି ପଦ୍ ଦାରି ଆଇସି ।
ମାତର୍ ତାକର୍ ସେବା କର୍ବା ଜାଗା ସର୍ଗେ ରଇବା ସତ୍ ବିସଇ ଅବ୍କା ଗଟେକ୍ ଚାଇପାରା । ସମାନ୍ ସେନ୍ତାରିସେ ମସାର୍ ବେଲେ ଅଇଲା । ସେ ଜେଡେବଲ୍ ଗଟେକ୍ ତୁମ୍କୁଡିଆ ତିଆର୍ କର୍ବାକେ ଜାଇତେରଇଲା, ପରମେସର୍ ତାକେ ତିଆର୍ଲା, “ଜାଗ୍ରତ୍ ! ତୁଇ ସୁକଲ୍ ତୁମ୍କୁଡିଆଇ ଜେତ୍କି କର୍ସୁ ବଇଲେ, ମୁଇ ତକେ ସେଟା ପର୍ବତେ ଦେକାଇଲା ରକାମ୍ କର୍ବାର୍ ଆଚେ ।”