7 ମାତର୍ ସରଗର୍ ଦୁତ୍ମନର୍ ବିସଇନେଇ ପର୍ମେସର୍ ଏନ୍ତାରି କଇରଇଲା, ପର୍ମେସର୍ ତାର୍ ଦୁତ୍ମନ୍କେ ପବନ୍ ପାରା କଲାଆଚେ । ଆରି ତାର୍ ଦାଙ୍ଗ୍ଡାମନ୍କେ ଲାଗ୍ବା ଜଇପାରା କଲାଆଚେ ।
ତେବର୍ପାଇ ପିଲାମନ୍ ସବୁ ରକତ୍ ମାଉଁସ୍ ମିସି ରଇବାକେ ସେ ମିସା ନିଜର୍ ସେ ରକାମ୍ ସିତି ମିସିଗାଲା, ଆରି ତାର୍ ମରନ୍ ସଙ୍ଗ୍ ମରନର୍ ଅଦିକାରି ସୟ୍ତାନ୍କେ ବିନାସ୍ କଲା ।