10 ସେ ଏନ୍ତାରି ମିସା କଇଲାଆଚେ, “ଏ ମାପ୍ରୁ ଆରାମେ ଅନି ତୁଇ ଜଗତ୍ ତିଆର୍ କରିଆଚୁସ୍ । ଆରି ତର୍ ନିଜର୍ ଆତେ ଆକାସ୍ ଆରି ତେଇ ରଇବା ସବୁଜାକ ତିଆର୍ କଲୁସ୍ ।
ଜେଡେବେଲେ ସେ ଆରିତରେକ୍ ବଲି କଇରଇଲା, ତାର୍ ଅରତ୍ ଅଇଲାନି ତିଆର୍ କରିରଇବା ସବୁଜାକ ଚୁଲ୍ବୁଲାଇ କରି ସବୁଜାକ ଦାରିଜାଇସି । ଜେନ୍ତାରି କି ନ ଚୁଲ୍ବୁଲ୍ବାଟାସେ ରଇସି ।
ଲାଉଦିକିଆ ମଣ୍ଡଲିକେ ଦେକାରକା କର୍ବା ଦୁତ୍କେ ଲେକା । ଏ କବର୍ ମୁଇ ପାଟାଇଲିନି । ମୁଇ ଅଇଲିନି, ଆମେନ୍ । ମୁଇ ଅଇଲିନି ସତ୍ ବିସ୍ବାସର୍ ସାକି । ମର୍ଟାନେ ଅନି ପର୍ମେସର୍ ସବୁ ବିସଇ ତିଆର୍କଲା ।