ଗାଲାତିୟ 6:6 - ସତିଅର୍ ବାଟ୍ ନୁଆ ନିୟମ୍ 20206 ଜନ୍ ଲକ୍ମନ୍ ବାକିଅଟାନେ ସିକିଆ ପାଇଲାଇନି, ସେମନର୍ଟାନେ ଜନ୍ଟା ଆଚେ, ସେଟା ତାକର୍ ସିକାଉମନର୍ ସଙ୍ଗ୍ ବାଟା କର୍ବାର୍ ଆଚେ । အခန်းကိုကြည့်ပါ။ |
ସେମନ୍ ବେସି ସାର୍ଦାଅଇ ଏ ସାଇଜ ଦେଲାଇନି । ଏଟା ଦେଇକରି ସେମନ୍ ଟିକ୍ ବିସଇ କଲାଇ । କାଇକେବଇଲେ, ଜିରୁସାଲେମେ ରଇବା ବିସ୍ବାସିମନର୍ ଟାନେ ସେମନ୍ ରୁନି ଅଇଆଚତ୍ । ସେଟା କେନ୍ତିବଇଲେ ଜିଉଦିମନର୍ଟାନେଅନିସେ ପର୍ମେସରର୍ ବାକିଅ ଇତିର୍ ଜିଉଦି ନ ଅଇଲା ଲକ୍ମନ୍କେ ଆନିରଇଲା । ସେଟାର୍ପାଇ ତେଇର୍ ଅର୍କିତ୍ ଜିଉଦିମନ୍କେ କେତେକ୍ ଡାବୁ ସାଇଜ ପାଟାଇବାଟା ନିକ ବିସଇ ।