ଗାଲାତିୟ 6:10 - ସତିଅର୍ ବାଟ୍ ନୁଆ ନିୟମ୍ 202010 ସେନ୍ତି ବଇଲେ ଜେତେକ୍ ତର୍ ବେଲା ପାଇଲୁନି, ସବୁବେଲା ସବୁର୍ସଙ୍ଗ୍, ଜନ୍ଲକ୍ମନ୍ ଆମର୍ ବିସ୍ବାସି କୁଟୁମେ ମିସ୍ଲାଇ ଆଚତ୍, ସେମନର୍ ପାଇ ନିମାନ୍ କର୍ବାର୍ ଆମର୍ ଦାଇତ୍ । အခန်းကိုကြည့်ပါ။ |
ମୁଇ ତକେ ଲେକିରଇବା ଏ ସବୁ ବିସଇ ସତ୍ ବଲି ମାନିଅଇସି । ତେବର୍ପାଇ ମୁଇ ତକେ ବାବୁଜିଆକରି କଇଲିନି, ତୁଇ ସିକାଇବାବେଲେ ଏ ସବୁ ବିସଇ ନ ପାସ୍ରି ଏତାଇତେ ର । ଜେନ୍ତାରିକି ପର୍ମେସର୍କେ ଜେତ୍କି ଲକ୍ ବିସ୍ବାସ୍ କର୍ବାଇ, ସେମନ୍ ସବୁ ଦରମ୍ କାମ୍ କର୍ବାକେ ମନ୍ଦିଆନ୍ ଦେବାଇ । ଏନ୍ତାରି ସିକିଆ ଦେଲେ ସବୁ ଲକର୍ପାଇ ସେଟା ନିକ ଆରି କାମ୍କେ ଆଇସି ।
ତେବର୍ପାଇ ମୁଇ ଜେଡେବେଲେ ତମର୍ ନଅରେ ଆଇବାବେଲେ ଡାୟଟେପିସ୍ ଜାଇଟା କଲାନି, ସେଟାସବୁ ମଣ୍ଡଲିର୍ ଲକ୍ମନ୍କେ, କଇଦେବି ବଲି ମନ୍ କଲି । ସେ ମର୍ ବିରୁଦେ, ନ କର୍ଲାଟାମନ୍ କଇବୁଲ୍ଲାନି । ଆରି ତାର୍ତେଇଅନି ଅଦିକ୍ କାରାପ୍ଟା ମିସା ସେ କଲାନି । ଆମର୍ ସଙ୍ଗର୍ ବିସ୍ବାସିମନ୍, ଜେକି ସୁବ୍କବର୍ ଜାନାଇଲାଇନି, ସେ ସେମନ୍କେ ଡାକିନେବାକେ ନିଚ୍ଲାନି । ଜନ୍ ଲକ୍ମନ୍ ସେମନ୍କେ ଡାକିନେବାକେ ମନ୍ କଲାଇନି, ସେମନ୍କେ ତେବାଇଲାନି । ସେନ୍ତାରି ଲକ୍ମନ୍କେ ମଣ୍ଡଲିର୍ ସବାତେଇ ଆଇବାକେ ମନାକଲାନି ।