ଗାଲାତିୟ 5:5 - ସତିଅର୍ ବାଟ୍ ନୁଆ ନିୟମ୍ 20205 ମାତର୍ ଆମେ ଆସାକଲୁନି ଜେ, ପରମେସର୍ ଆମ୍କେ ତାର୍ ବିଚାର୍ ଇସାବେ ଦସ୍ ନଇଲା ଲକ୍ ବଲି କଇସି, ଜନ୍ ସୁକଲ୍ ଆତ୍ମାର୍ ବପୁ ବିସ୍ବାସର୍ ଲାଗି ଆମର୍ ବିତ୍ରେ କାମ୍ କଲାନି, ସେ ବପୁର୍ ଲାଗି ସେଟା ଅଇସିବଲି ଆମେ ଜାଗ୍ଲୁନି । အခန်းကိုကြည့်ပါ။ |
ଏବେ ସର୍ଗେ ମର୍ପାଇ ଜିତ୍ଲା ମୁକୁଟ୍ ସଙ୍ଗଇଆଚେ । ଏ ମୁକୁଟ୍ ପର୍ମେସରର୍ ମୁଆଟେ ମୁଇ ଦରମ୍ ସଙ୍ଗ୍ ଚଲାଚଲ୍ତି କଲାର୍ପାଇ ଆଚେ । ମାପ୍ରୁ ଜେ କି କାକେ ଅନିଆଇ ନ କରି ବିଚାର୍ କର୍ସି, ତାର୍ ବିଚାର୍ନା ଦିନେ ସେ ମୁକୁଟ୍ ମକେ ପୁରୁସ୍କାର୍ ଇସାବେ ଦେଇସି । ସେଟା ଅବ୍କା ମର୍ପାଇ ନାଇ, ମାତର୍ ଜେତ୍କି ଲକ୍ ସେ ବାଉଡି ଆଇବାଟା ଜାଗିଆଚତ୍, ସେମନ୍କେ ସବୁକେ ଦେଇସି ।