ଗାଲାତିୟ 5:2 - ସତିଅର୍ ବାଟ୍ ନୁଆ ନିୟମ୍ 20202 ମୁଇ ପାଉଲ୍ ଏବେ କଇଲିନି ସୁନା, ତମେ ଜଦି ପର୍ମେସରର୍ ମୁଆଟେ ଦରମ୍ ଅଇବାକେ ସୁନତ୍ ଅଇବା ରିତିନିତି ମାନ୍ଲାସ୍ନି, ତମ୍କେ କିରିସ୍ଟ ଆରି ଲଡାନାଇ ବଲି ତେଇଅନି ଜାନା ପଡ୍ଲାନି । အခန်းကိုကြည့်ပါ။ |
ମାତର୍ ଏ ବାଇବଇନିମନ୍, ମୁଇ ଆଜିକେଜାକ ଜିଉଦି ନ ଅଇଲା ଲକ୍ମନ୍ ବିସ୍ବାସ୍ କଲେ ମିସା, ସୁନତ୍ କର୍ବାର୍ ଆଚେ ଆକା ବଲି ସିକାଇଲିନି ପନି । ମୁଇ ଏନ୍ତାରି ସିକାଇଲିନି ବଲି, କେତେକ୍ ଲକ୍ମନ୍ କଇବୁଲ୍ଲାଇନି । ସେନ୍ତାର୍ଆଲେ ମୁଇ ଏବେ ମିସା କାଇକେ ନିନ୍ଦା ପାଇଲିନି ? ତେବେ ମୁଇ କିରିସ୍ଟର୍ କୁରୁସ୍ ବିସଇ ଜାନାଇବାଟା ସୁନିକରି ଜିଉଦିଲକ୍ମନ୍ ରିସା ନ ଅଇତାଇ ।