ଗାଲାତିୟ 4:9 - ସତିଅର୍ ବାଟ୍ ନୁଆ ନିୟମ୍ 20209 ମାତର୍ ଏବେ ତମେ ପରମେସର୍କେ ଜାନିଆଚାସ୍, ନଇଲେ ମୁଇ କଇବି ପରମେସର୍ ତମ୍କେ ଜାନିଆଚେ । ତେବେ ଏଟା କେନ୍ତି ଅଇପାରେ ଜେ, ତମ୍କେ ରକିଆ କରିନାପାରି, ବପୁ ନ ରଇ ନସିଜିବା ଦେବ୍ତାମନର୍ ଲଗେ ଆରି ତରେକ୍ ବାଉଡି ଜିବାକେ ମନ୍ କଲାସ୍ନି ? ତମେ କାଇକେ ଆରି ତରେକ୍ ସେମନର୍ ଗତିଦାଙ୍ଗ୍ଡା ଅଇବାକେ ମନ୍ କଲାସ୍ନି ? အခန်းကိုကြည့်ပါ။ |
ମାତର୍ ଜନ୍ଟା ଆମେ ଏବେ ଦେକ୍ଲୁନି, ସେଟା ଦର୍ପନେ ଦେକ୍ଲାପାରା ସେତେକ୍ ନିକ ଡିସେ ନାଇ । ମାତର୍ ଗଟେକ୍ ଦିନ୍ ଆଇସି, ଜେବେ କିରିସ୍ଟକେ ଆମର୍ ମୁଆଟେ ଦେକ୍ବୁ । ସେ ବେଲେ ଆମେ ନିକସଙ୍ଗ୍ ଜାନ୍ବୁ । ଏବେ ଆମେ ଉନା ବିସଇ ଜାନ୍ଲୁନି, ମାତର୍ ସେ ଦିନ୍ମନ୍କେ ଆମେ ପୁରାପୁରୁନ୍ ବାବେ ଜାନ୍ବୁ । ଜେନ୍ତାର୍ କି ପର୍ମେସର୍ ଆମ୍କେ ପୁରାପୁରୁନ୍ ବାବେ ଜାନେ ।