ଗାଲାତିୟ 4:30 - ସତିଅର୍ ବାଟ୍ ନୁଆ ନିୟମ୍ 202030 ମାତର୍ ଏ ବିସଇନେଇ ସାସ୍ତର୍ କାଇଟା କଇଲାନି ? ତେଇ ଲେକାଅଇଆଚେ, କୁଲିଆର୍ନି ଆରି ତାର୍ ପଅକେ ବାର୍କରାଇ ଦିଆସ୍ । କାଇକେବଇଲେ କୁଲିଆର୍ନିର୍ ପଅ ବିବାଇ ମାଇଜିର୍ ପଅର୍ ସଙ୍ଗ୍ ବାବାର୍ ଦନ୍ ସଁପତି ପାଇନାପାରେ । အခန်းကိုကြည့်ပါ။ |