ଗାଲାତିୟ 4:27 - ସତିଅର୍ ବାଟ୍ ନୁଆ ନିୟମ୍ 202027 ଜେନ୍ତାରିକି ସାସ୍ତରେ ଲେକାଅଇଆଚେ, “ ଅଇରେ ବାଞ୍ଜି ମାଇଜି, ତୁଇ ସାର୍ଦା ଅ, କେବେମିସା ପିଲାଜିଲା ପାଇବା ଦୁକାସୁକା ଦାରାଇ ଅଇବାଟା ନାଜାନିରଇଲେ ମିସା ଆଉଲି ଅଇ ତର୍ ସାର୍ଦା ସବୁକେ ଜାନାଇଦେସ୍ । କାଇକେବଇଲେ ମୁନୁସ୍ ସଙ୍ଗ୍ ବାସା ଅଇରଇବା ମାଇଜିର୍ ଟାନେଅନି ଗଟେକ୍ ଚାଡ୍ରି ମାଇଜିର୍ ପିଲାଜିଲା ଅଦିକ୍ ଅଇସି । ” အခန်းကိုကြည့်ပါ။ |