26 ମାତର୍ ଅବ୍ରାଆମର୍ ବିବାଇ ମାଇଜି ଜେ କି ଗତିଦାଙ୍ଗ୍ଡା ନଏଁ, ତାକେ ସରଗର୍ ଜିରୁସାଲାମ୍କେ ସମାନ୍ କରିଅଇସି । ସେ ଆମେ ବିସ୍ବାସ୍ କର୍ବା ସବୁ ଲକର୍ ମାଆ ।
ସେଟାର୍ପାଇ ମୁଇ ଜଦି ତମ୍କେ ମୁକ୍ଲାଇବି ବଇଲେ, ସତଇସେ ତମେ ମୁକଲ୍ସା ।
କାଇକେ ବଇଲେ ପାପ୍ ତମର୍ ଉପ୍ରେ ସାସନ୍ ନ କର । ତମେ ଆରି ନିୟମର୍ ତଲେ ନାଇ । ମାତର୍ ପରମେସରର୍ ଜିବନ୍ଦୁକାନି ଅନି କାଇଟା ନ ଅଇତେ ଆଚାସ୍ ।
ଏବେ ତମେ ପାପେଅନି ମୁକ୍ଲିକରି ଦରମର୍ ଗତିଦାଙ୍ଗ୍ଡା ଅଇଆଚାସ୍ ।
ଅବ୍ରାଆମ୍କେ ଦୁଇଟା ପଅ ରଇଲାଇ । ଗଟେକ୍ ତାର୍ ଗରେ ପାଇଟି କର୍ବା କୁଲିଆର୍ନିର୍ଟା, ଆରି ଗଟେକ୍ ତାର୍ ନିଜର୍ ବିବାଇ ମାଇଜିର୍ଟା । କାଇକେବଇଲେ ଲେକା ଆଚେ,
ଆଗାର୍କେ ଆରବର୍ ସିନଅ ପର୍ବତ୍ ସଙ୍ଗ୍ ସମାନ୍ କରିଅଇସି, କନ୍ତିଅନି ନିୟମ୍ ଆଇଲାଆଚେ । ତାକେ ଏବର୍ ଜିରୁସାଲାମ୍ ସଅର୍କେ ମିସା ସମାନ୍ କରିଅଇସି । କାଇକେବଇଲେ, ଜିରୁସାଲାମେ ରଇବା ଜିଉଦିମନ୍ ମସାର୍ ନିୟମ୍ ବିସ୍ବାସ୍ କଲାଇନି । ସେ ନିୟମ୍ ବିସ୍ବାସ୍ କରି ନିୟମର୍ ଗତିଦାଙ୍ଗ୍ଡା ଅଇଆଚତ୍ ।
ଏବେ ଆମେ ବାନ୍ଦ୍ନେଅନି ମୁକ୍ଲିଆଚୁ । ଆମ୍କେ କିରିସ୍ଟ ବାନ୍ଦନେଅନି ମୁକ୍ଲାଇଆଚେ । ସେଟାର୍ ପାଇ ଆମେ ବାନ୍ଦନ୍ କୁସ୍ଲାଇ ଡାଟ୍ ସଙ୍ଗ୍ ରଉଁ । ଆରି ତରେକ୍ ଗତିଦାଙ୍ଗ୍ଡାର୍ ବାନ୍ଦନେ ବାନ୍ଦିଅଇବାକେ ନ ଦେଉ ।
ମାତର୍ ଆମେତା ସରଗର୍ ଲକ୍ମନ୍, ସେ ଜାଗାଇଅନି ଆମର୍ ଉଦାର୍କାରିଆ ମାପ୍ରୁ ଜିସୁକିରିସ୍ଟ ବାଉଡି ଆଇବା ବେଲାକେ ଆମେ ଜାଗ୍ଲୁନି ।
ମାତର୍ ଏବେ ଆମେ ସିଅନ୍ ପର୍ବତେ ଆସିଆଚୁ । ସେଟା ଅଇଲାନି ସର୍ଗେ ରଇବା ଜିରୁସାଲେମ୍ । ଜିବନ୍ ରଇବା ପର୍ମେସରର୍ ନଅରେ ଆଇଲୁ ଆଚୁ । ଜନ୍ଟାନେ କି ଅଜାର୍ ଅଜାର୍ ଦୁତ୍ମନ୍ ଆଚତ୍ ।
ତମେ ମୁକଲ୍ଲା ଲକ୍ମନ୍ ବଲି ତମର୍ ଜିବନର୍ ଚଲାଚଲ୍ତିତେଇ ଦେକାଆ । ମାତର୍ ଆମ୍କେ ମୁକ୍ତି ମିଲ୍ଲାଆଚେ ବଲି କାଇଟା ମିସା କର୍ବୁ ବଲି ନ ବାବିକରି ପର୍ମେସର୍କେ ସେବା କରା ।
ତାର୍ପଚେ ବାଦ୍ଲେ ଗଟେକ୍ କାବାଅଇଜିବା ଚିନ୍ ଡିସ୍ଲା । ଆରି ଏଦେ ଦେକା ! ଜନ୍ ବିତ୍ରେ ଗଟେକ୍ ମାଇଜି ଟିଆଅଇରଇବାଟା ଡିସ୍ଲା । ତାର୍ ଲୁଗା ବେଲ୍ପାରା ଜକ୍ଜକି ଜାଇତେରଇଲା ।
ତାର୍ କାପାଲେ ଲେକିରଇବା ନାଉଁ କେ ନାଜାନ୍ବା ଗଟେକ୍ ଅରତ୍ ରଇଲା । “ଏ ଡାକ୍ପୁଟାର୍ ବାବିଲନ୍ !” ଜଗତେ କରିରଇବା ସବୁ ବେସିଆ କାମର୍ ଆରି କରାପ୍ କାମର୍ ଆୟା ତୁଇସେ ।
ଆରି ସେ ସୁକଲ୍ ନଅର୍ ଦେକ୍ଲି । ସେଟା ରଇଲା ନୁଆ ଜିରୁସାଲେମ୍ । ସର୍ଗେଅନି, ପର୍ମେସର୍ଟାନେଅନି, ସେଟା ଉତ୍ରି ଆଇତେରଇଲା । ଗଟେକ୍ ଦାଙ୍ଗ୍ଡି ଦାଙ୍ଗ୍ଡାକେ ବେଟ୍ ଅଇବାକେ ଗାଲେ କେନ୍ତାଟା ପିନ୍ଦିରଇସି, ସେନ୍ତାରି ତିଆର୍ ପିଆର୍ ଅଇରଇଲା ।
ଜେ ଜିତ୍ସି, ମୁଇ ତାକେ ଆମର୍ ପର୍ମେସରର୍ ମନ୍ଦିରର୍ ମୁଲ୍ଡେଲି କର୍ବି । ଆରି ସେମନ୍ ତେଇଅନି କେବେ ମିସା ଚାଡି ନ ଜାଅତ୍ । ତାକର୍ ଉପ୍ରେ ମୁଇ, ମର୍ ପର୍ମେସରର୍ ନଅରର୍ ନାଉଁ ଆରି ନୁଆ ଜିରୁସାଲମର୍ ନାଉଁ ଲେକ୍ବି । ସେଟା ମର୍ ପର୍ମେସରର୍ ଟାନେଅନି ସର୍ଗେଅନି ଉତ୍ରି ଆଇସି । ତାକର୍ ଉପ୍ରେ ମିସା ମର୍ ନୁଆ ନାଉଁ ଲେକ୍ବି ।