23 ଜନ୍ଟା କୁଲିଆର୍ନିର୍ ପଅ, ସେ ମୁନୁସର୍ ମନ୍ କଲା ଇସାବେ ଜନମ୍ ଅଇଲା । ଜନ୍ଟା ବିବାଇ ମାଇଜିର୍ଟା, ପର୍ମେସର୍ କରିରଇବା ସପତ୍ ଇସାବେ ଜାତ୍ ଅଇଲାଟା ।
କାଇକେବଇଲେ ସାସ୍ତରେ ଏନ୍ତାରି ମିସା ଲେକାଅଇଆଚେ, “ପରମେସରର୍ କବର୍ ତମର୍ ଲଗେ, ତମର୍ ଟଣ୍ଡେ ଆରି ମନେ ଆଚେ ।” ବିସ୍ବାସ୍ ବିସଇର୍ ଏ କବର୍ସେ ଆମେ ଜାନାଇଲୁନି ।
ଅବ୍ରାଆମ୍କେ ଦୁଇଟା ପଅ ରଇଲାଇ । ଗଟେକ୍ ତାର୍ ଗରେ ପାଇଟି କର୍ବା କୁଲିଆର୍ନିର୍ଟା, ଆରି ଗଟେକ୍ ତାର୍ ନିଜର୍ ବିବାଇ ମାଇଜିର୍ଟା । କାଇକେବଇଲେ ଲେକା ଆଚେ,
ତାର୍ ବିସ୍ବାସର୍ ଲାଗି ଅବ୍ରାଆମ୍ ବେସି ଡକ୍ରା ରଇଲା ମିସା ଆରି ତାର୍ ମାଇଜି ସାଆରା ବାଞ୍ଜି ରଇଲେ ମିସା, ବାବା ଅଇଲା । ପର୍ମେସର୍ କାତା ଦେଇରଇଲାଟା ସିଦ୍ କର୍ସିଆକା ବଲି ସେ ଜାନିରଇଲା ।