2 ବୟସ୍ ନ ଅଇବା ଜାକ, ତାର୍ ବାବା ଟିକ୍ କର୍ବା ବେଲା ନ ଅଇବା ଜାକ, ବିନ୍ ଲକ୍ମନ୍ ତାକେ ଜତନ୍ କର୍ବାଇ ଆରି ତାର୍ ସବୁ ବିସଇ ଦେକାରକା କର୍ବାଇ ।
ଜଦି ତମେ ମର୍ସଙ୍ଗ୍ ମିସିକରି ରଇସା ଆରି ମର୍ ବାକିଅ ତମର୍ ମନେ ରଇସି, ତମେ ମନ୍କରି କାଇ ବିସଇ ମାଙ୍ଗ୍ସା ବଇଲେ ସେଟା ମିଲାଇସା ।
କାଇକେବଇଲେ ତମର୍ଟାନେ କିରିସ୍ଟର୍ ବିସଇ ସିକାଇବାକେ କେତେକ୍ କେତେକ୍ ଗୁରୁ ରଇଲେ ମିସା, ବାବା ଇସାବେ ତମ୍କେ ବେସି ଲକ୍ ନାଇ । କିରିସ୍ଟ ଜିସୁର୍ତେଇ ମିସ୍ଲାର୍ ପାଇ ମୁଇ ତମର୍ ବାବା ଅଇଗାଲି । କାଇକେବଇଲେ ମୁଇ ତମ୍କେ ଜିସୁକିରିସ୍ଟର୍ ସୁବ୍କବର୍ କଇରଇଲି ।
କିରିସ୍ଟର୍ ଆଇବା ଜାକ ଆମେ ନିୟମର୍ ତଲେ ରଇଲୁ । ମାତର୍ ତାର୍ ପଚେ, କାଲି ବିସ୍ବାସେଅନି ଆମେ ପରମେସରର୍ ମୁଆଟେ ଦସି ନଇଲା ଲକ୍ ବଲାଇ ଅଇବୁ ।
କାତା ଇସାବେ କଇଅଇସି । ପିଲା ବାବାର୍ ସବୁ ଦନ୍ସଁମ୍ପତି ପାଇବାର୍ ଅଦିକାର୍ ଆଚେ, ମାତର୍ ସବୁ ଜାକ ତାର୍ ଅଇରଇଲା ପଚେ ମିସା, ବୟସ୍ ନ ଅଇବା ଜାକ ସେ ଗତିଦାଙ୍ଗ୍ଡା ଇସାବେ ଲେକା ଅଇସି ।
ସେନ୍ତାରିସେ ଆମେ ମିସା ଆତ୍ମାର୍ ଇସାବେ ବୟସ୍ ନ ଅଇବା ଆଗ୍ତୁ, ଜଗତ୍କେ ସାସନ୍ କର୍ବା ନିଅମ୍, ଆରି ରିତିନିତିର୍ ଗତିଦାଙ୍ଗ୍ଡା ଅଇ ରଇଲୁ ।