1 କାତା ଇସାବେ କଇଅଇସି । ପିଲା ବାବାର୍ ସବୁ ଦନ୍ସଁମ୍ପତି ପାଇବାର୍ ଅଦିକାର୍ ଆଚେ, ମାତର୍ ସବୁ ଜାକ ତାର୍ ଅଇରଇଲା ପଚେ ମିସା, ବୟସ୍ ନ ଅଇବା ଜାକ ସେ ଗତିଦାଙ୍ଗ୍ଡା ଇସାବେ ଲେକା ଅଇସି ।
ଜଦି ତମେ କିରିସ୍ଟର୍ ଲକ୍, ତେବେ ତମେ ମିସା ଅବ୍ରାଆମର୍ କୁଟୁମର୍ ଆରି ପରମେସର୍ ଜାଇଟା ସପତ୍ କଲାଆଚେ, ସେଟା ମିଲାଇସା ।
ବୟସ୍ ନ ଅଇବା ଜାକ, ତାର୍ ବାବା ଟିକ୍ କର୍ବା ବେଲା ନ ଅଇବା ଜାକ, ବିନ୍ ଲକ୍ମନ୍ ତାକେ ଜତନ୍ କର୍ବାଇ ଆରି ତାର୍ ସବୁ ବିସଇ ଦେକାରକା କର୍ବାଇ ।
ଜନ୍ଟା କୁଲିଆର୍ନିର୍ ପଅ, ସେ ମୁନୁସର୍ ମନ୍ କଲା ଇସାବେ ଜନମ୍ ଅଇଲା । ଜନ୍ଟା ବିବାଇ ମାଇଜିର୍ଟା, ପର୍ମେସର୍ କରିରଇବା ସପତ୍ ଇସାବେ ଜାତ୍ ଅଇଲାଟା ।
ସେବେଲେ ଅବ୍ରାଆମର୍ ପିଲା ଜେ କି ଗାଗଡର୍ ଇସାବେ ଜନମ୍ ଅଇରଇଲା, ତାର୍ ସାନ୍ ବାଇକେ ସାଦ୍ବାନ୍ଦ୍ କଲା । ଜେ କି ପର୍ମେସରର୍ ଆତ୍ମା ଇସାବେ ଜନମ୍ ଅଇଲା । ସେଟା ଏବେ ମିସା ଅଇଲାନି ।
କେ ମିସା ଜିସୁକେ ପର୍ମେସରର୍ ପଅ ବଲି ବିସ୍ବାସ୍ କଲେ, ପର୍ମେସରର୍ ସାକି ତାକର୍ ମନ୍ ବିତ୍ରେ ଆଚେ । ପର୍ମେସର୍ କଇଲା କାତା ଜେ ଜଦି ବିସ୍ବାସ୍ ନ କରେ, ସେ ମିଚ୍ ବଲିକରି କଇଲାନି । କାଇକେବଇଲେ ତାର୍ ନିଜର୍ ପଅର୍ ବିସଇ କଇଲାଟା ସେମନ୍ ବିସ୍ବାସ୍ କରତ୍ ନାଇ ।