6 ଅବ୍ରାଆମର୍ କାତା ଏତାଇ ଦେକା । ସାସ୍ତରେ ଲେକାଆଚେ, “ସେ ପର୍ମେସର୍ କଇଲା ବିସଇ ବିସ୍ବାସ୍ କଲା । ଆରି ତାର୍ ବିସ୍ବାସର୍ ଲାଗି ପରମେସର୍ ତାକେ ଦରମ୍ ଲକ୍ ଇସାବେ ଲେକା କଲା ।”
ସେଟା ଆମର୍ପାଇ ମିସା ଲେକାଅଇଆଚେ । ଆମେ ମିସା ପରମେସର୍କେ ବିସ୍ବାସ୍ କଲେ ଦରମ୍ ଲକ୍ ବଲି ଏଜାଇଅଇବୁ । ସେ ମାପ୍ରୁ ଜିସୁକେ ମଲାତେଇଅନି ଆରି ତରେକ୍ ଜିବନ୍ କରି ଉଟାଇଲା ଆଚେ ବଲି ବିସ୍ବାସ୍ କଲୁନି ।
ଅବ୍ରାଆମ୍ ବିସ୍ବାସ୍ କରି ଆସିର୍ବାଦ୍ ପାଇରଇଲା । ସେଟାର୍ ପାଇ ଜେତ୍କି ଲକ୍ ବିସ୍ବାସ୍ କର୍ବାଇ, ସେମନ୍ ସବୁ ଲକ୍ ତାର୍ ପାରା ଆସିର୍ବାଦ୍ ପାଇବାଇ ।
ଏଟାର୍ ଲାଗି ଦରମ୍ ସାସ୍ତରର୍ ଏ ବାକିଅ ପୁରାପୁରୁନ୍ ଅଇଲା । ଅବ୍ରାଆମ୍ ପର୍ମେସର୍କେ ବିସ୍ବାସ୍ କଲା । ତାର୍ ବିସ୍ବାସର୍ ଲାଗି ପର୍ମେସର୍ ଦେକ୍ବା ଇସାବେ ଦରମ୍ ଲକ୍ ବଲି ଏଜାଇଅଇଲା । ଆରି ଲକ୍ମନ୍ ତାକେ ପର୍ମେସରର୍ ମଇତର୍ ବଲି ଡାକିରଇଲାଇ ।