4 ସେଟାର୍ପାଇ ତମେ ଆଗ୍ତୁ ସିକ୍ଲାଟା ସବୁ ବେକାର୍ କି ? ତେଇଅନି କାଇଟା ମିସା ସିକାସ୍ ନାଇ କି ?
ଜଦି ଏ ସୁସମାଚାର୍ ତମେ ଡାଟ୍ ସଙ୍ଗ୍ ଦାରିରଇସା, ତେବେ ଉଦାର୍ ପାଇସା, ନଇଲେ ତମେ ବେକାର୍ ବିସ୍ବାସି ଅଇ ଆଚାସ୍ ।
ତମେ କେନ୍ତାର୍ ଏତେକ୍ ବୁଦି ନଇଲା ଲକର୍ ପାରା ଅଇଗାଲାସ୍ନି ? ଆତ୍ମାର୍ ବପୁ ପାଇକରି ତମେ ଜନ୍ ବିସ୍ବାସର୍ ଜିବନ୍ ଆରାମ୍ କଲାସ୍, ସେଟା କାଇ ନିଜର୍ ବପୁସଙ୍ଗ୍ ସାରାଇବାକେ ମନ୍କଲାସ୍ନି କି ?
ଲକ୍ମନ୍ ତମ୍କେ ନାଡାଇ ନାପାରତ୍, ତମେ ଜାଗରତ୍ସଙ୍ଗ୍ ରଇବାର୍ ଆଚେ । ଜେନ୍ତାର୍କି ପର୍ମେସର୍କେ କର୍ବା ତମର୍ ସେବା କାମ୍ ବେକାର୍ ନ ଅ । ମାତର୍ ତମର୍ ସେବାକାମର୍ ପାଇ ପର୍ମେସର୍ ତମ୍କେ ପୁରାପୁରୁନ୍ ଅଇତେ ଇନାମ୍ ଦେଇସି ।