ଗାଲାତିୟ 3:19 - ସତିଅର୍ ବାଟ୍ ନୁଆ ନିୟମ୍ 202019 ତେବେ ନିୟମ୍ କାଇକେ ଦିଆଅଇଲା ? ମୁନୁସର୍ ସତ୍ ନ ଅଇବା ସବୁ କାମ୍ ଦେକାଇ ଦେବାକେ ଦିଆଅଇଲା । ଆରି ଅବ୍ରାଆମର୍ ଜନ୍ କୁଟୁମ୍ ଦେକି ପରମେସର୍ ସେ ସପତ୍ କରିରଇଲା, ସେ ଲକ୍ ଆଇବା ଜାକ ନିୟମର୍ ଦର୍କାର୍ ରଇଲା । ପର୍ମେସର୍ ଗଟେକ୍ ଲକ୍କେ ମାଲାକାରିଆ କରାଇ ସରଗର୍ ଦୁତ୍ମନର୍ ଆତେ ନିୟମ୍ ପାଟାଇରଇଲା । အခန်းကိုကြည့်ပါ။ |