ଗାଲାତିୟ 3:18 - ସତିଅର୍ ବାଟ୍ ନୁଆ ନିୟମ୍ 202018 ପରମେସରର୍ ଆସିର୍ବାଦ୍ ପାଇବାଟା ଜଦି ନିୟମ୍ ମାନ୍ବା ଉପ୍ରେ ଅଇସି ବଇଲେ, ତେବେ ସେଟା ଆରି ତାକର୍ ସପତର୍ ଲାଗି ଅଇଲାଟା ବଲି କଇ ନଏଁ । ସେଟାର୍ ପାଇ ପରମେସର୍ ଅବ୍ରାଆମ୍କେ ଅବ୍କା ତାର୍ ସପତ୍ ଇସାବେ ସେ ଆସିର୍ବାଦ୍ ଦେଇରଇଲା । အခန်းကိုကြည့်ပါ။ |