ଗାଲାତିୟ 2:6 - ସତିଅର୍ ବାଟ୍ ନୁଆ ନିୟମ୍ 20206 ମାତର୍ ଜନ୍ ଲକ୍ମନ୍ ନେତା ବଲାଇ ଅଇତେ ରଇଲାଇ, ସେମନ୍ ଜେ ମିସା ଅଅତ୍, ସେଟାର୍ ପାଇ ମକେ କାଇଟା ନ ଅଏ । କାଇକେବଇଲେ ପରମେସର୍ କାକେ ମିସା ବାଇରର୍ ଚଲାଚଲ୍ତି ଦେକି ବିଚାର୍ନା ନ କରେ । ସେ ନେତାମନ୍ ମକେ କାଇମିସା ନୁଆ ଜଜ୍ନା ନ ଦେଇରଇଲାଇ । အခန်းကိုကြည့်ပါ။ |
ତମର୍ ମୁକିଅ ଲକ୍ମନର୍ କାତା ମାନିକରି ଆଦେସ୍ ଦେଲାଟା କରା । ସେମନ୍ ଜାଗୁଆଲ୍ମନର୍ ପାରା ନ ତାକିକରି ତମର୍ ଆତ୍ମାମନ୍କେ ଜତନ୍ କଲାନି । କାଇକେବଇଲେ ସେମନ୍କେ ତାକର୍ କରିରଇବା କାମ୍ ପର୍ମେସର୍ କେ ଇସାବ୍ ଦେବାକେ ପଡ୍ସି । ତମେ ଜଦି ତାକର୍ କାତା ମାନ୍ସା, ସେମନ୍ ସାର୍ଦା ସଙ୍ଗ୍ ସେବା କାମ୍ କର୍ବାଇ । ତମେ ତାକର୍ କାତା ନ ମାନ୍ଲେ, ସେମନ୍ ଦୁକ୍ ଅଇବାଇ । ତେବେ ତମ୍କେ କାଇ ସାଇଜ ନଏଁ ।