5 ମାତର୍ ତମର୍ ଲାଗି, ସୁବ୍କବର୍ ସତ୍ସଙ୍ଗ୍ ଦାରି ରକ୍ବାକେ, ଆମେ ସେ ନାଡାଉମନ୍କେ ଚନେକ୍ ମିସା ବେଲା ଦେଇ ନ ରଇଲୁ ।
ଏ ବିସଇ, ସେମନର୍ ସଙ୍ଗ୍ ପାଉଲ୍ ଆରି ବର୍ନବା ବେସି ଦଦାପେଲା ଅଇଲାଇ । ତେବର୍ପାଇ ଆନ୍ଟିଅକର୍ ବିସ୍ବାସିମନ୍ ରାଜି ଅଇଲାଇଜେ, ପାଉଲ୍ ଆରି ବର୍ନବା ଆରି ଆନ୍ଟିଅକ୍ ମଣ୍ଡଲିଅନି କେତେ ଲକ୍ ଜିରୁସାଲାମେ ଜାଅତ୍ ଆରି ତେଇର୍ ପାର୍ଚିନ୍ ଆରି ପେରିତ୍ ସିସ୍ମନର୍ ସଙ୍ଗ୍ ଏ ବିସଇ କାତା ଅଅତ୍ ।
କିରିସ୍ଟ ଜିବନ୍ ଦୁକାଇକରିସେ ତମ୍କେ ଡାକିରଇଲା । ମାତର୍ ତମେ ତାକେ ଏତେକ୍ ଦାପ୍ରେ ଚାଡିଦେଇକରି ଆରି ଗଟେକ୍ ବିନ୍ ସୁବ୍କବର୍ବାଟେ ମନ୍ ଦେଲାସ୍ନି । ତମର୍ ଏ ମନ୍ ବାଦ୍ଲାଇବାଟା ଦେକିକରି ଇତି ମୁଇ କାବା ଅଇଗାଲିନି ।
ସବୁର୍ ମୁଆଟେ ମୁଇ ପିତର୍କେ କଇଲି, “ତୁଇ ଜିଉଦି ଅଇକରି ମିସା, ଜିଉଦି ନଇଲା ଲକର୍ ପାରା କେତେଟା ଜିଉଦି ରିତିନିତି ଚାଡିଦେଇ ଆଚୁସ୍ । ସେନ୍ତାର୍ଆଲେ ଜିଉଦି ନ ଅଉଁମନ୍କେ ଆମର୍ ଦରମର୍ ସବୁ ରିତିନିତି ମାନ୍ବାକେ କେନ୍ତି ବାଦିଅ କଲୁସ୍ନି ?”
ମାତର୍ ମୁଇ ଏବେ ସତ୍ କଇଲାର୍ ପାଇ, କାଇ ତମର୍ ସତ୍ରୁ ଅଇଗାଲି ଆଚି କି ?
ତମେ ମିସା ଜେଡେବେଲେ ମୁକ୍ତି ପାଇବା,ଏ ସୁବ୍ କବରର୍ ସତ୍ କାତା ସୁନ୍ଲାସ୍, ସେ ବେଲେଅନି ପର୍ମେସରର୍ ଲକ୍ ଅଇଆଚାସ୍ । ତମେ କିରିସ୍ଟକେ ବିସ୍ବାସ୍ କଲାକେ, ପର୍ମେସର୍ ସେ ଦେଇରଇବା କାତା ଇସାବେ ସୁକଲ୍ ଆତ୍ମା ଦାନ୍ କରିଆଚେ । ଆରି ସେ ତମ୍କେ ଚିନ୍ କଲାଆଚେ ।
ତମେ ପର୍ତୁମ୍ ସୁବ୍ କବରର୍ ବିସଇ ସୁନ୍ଲାବେଲେ, ସୁବ୍କବରେ ରଇବା ଆସାକର୍ବା ବିସଇ ଜାନିରଇଲାସ୍ । ତେବର୍ପାଇ ତମେ ବିସ୍ବାସ୍ କରି ପର୍ମେସରର୍ ଲକ୍ମନ୍କେ ଆଲାଦ୍ କର୍ତେ ରଇଲାସ୍ । ତମର୍ପାଇ ସର୍ଗେ ତିଆର୍ ଅଇରଇବା ପୁରୁସ୍କାର୍ ଆସାକରି ଏନ୍ତାରି କଲାସ୍ ।
ଆମେ ପର୍ମେସର୍କେ ଏଟାର୍ପାଇ ମିସା ଦନିଅବାଦ୍ ଦେଲୁନି, କାଇକେବଇଲେ ଜେଡେବେଲେ ଆମେ ତାର୍ ସୁବ୍କବର୍ ତମ୍କେ ଜାନାଇରଇଲୁ ସେଟା ପର୍ମେସର୍ ଟାନେ ଅନି ଆଇଲା ବାକିଅ ବଲି ତମେ ମାନ୍ଲାସ୍ । ଏଟା ଲକ୍ମନର୍ ଟାନେଅନି ଆସି ଆଚେ ବଲି ନାଇ । ସତଇସେ ସେଟା ପର୍ମେସରର୍ ବାକିଅ । ଆରି ତମର୍ପାରା ବିସ୍ବାସିମନର୍ ମନ୍ ବିତ୍ରେ, ସେଟା ଡାଟ୍ ଅଇରଇସି ।
ଏ ମର୍ ଆଲାଦର୍ ମଇତର୍ମନ୍, ଆମେ ପାଇରଇବା ମୁକ୍ତିର୍ ବିସଇ ତମ୍କେ ଲେକ୍ବି ବଲି ମନ୍ କଲିନି ମିସା, ସତ୍ ବିସଇର୍ପାଇ ଟିଆ ଅଇବାକେ ତମ୍କେ ସାର୍ଦା କରାଇବି ବଲି ମନ୍କଲି । ତାର୍ ସୁକଲ୍ ଲକ୍ମନର୍ପାଇ ପର୍ମେସର୍ ଏ ସତ୍ ସିକିଆ ଗଟେକ୍ ବେଲେ ସବୁଲକର୍ପାଇ ଦେଲାଆଚେ ।