ଗାଲାତିୟ 2:21 - ସତିଅର୍ ବାଟ୍ ନୁଆ ନିୟମ୍ 202021 ଏଟାର୍ପାଇ ପରମେସରର୍ ଜିବନ୍ ଦୁକାଇଲାଟାକେ ମୁଇ କେବେ ମିସା ନାଇ ବଲି କଇନାପାରି । କାଇକେ ବଇଲେ ନିୟମ୍ ମାନ୍ଲେ ଜଦି ଗଟେକ୍ ଲକ୍ ତାର୍ ମୁଆଟେ ଦରମ୍ ଲକ୍ ଅଇପାରେ, ତେବେ କିରିସ୍ଟ ମଲାର୍ କିଚି ମୁଲିଅ ନାଇ । ଏ ସବୁ ବିସଇ ମୁଇ ଆନ୍ଟିଅକେ କଇଲି । အခန်းကိုကြည့်ပါ။ |
ଅଇଲେ ମିସା ଆମେ ଜାନୁ, ମସାର୍ ନିୟମର୍ ଦାବି ପୁରାପୁରୁନ୍ କଲେ ନଏଁ, ମାତର୍ ଉଜେ ଜିସୁ କିରିସ୍ଟର୍ତେଇ ବିସ୍ବାସ୍ କଲେ, ଗଟେକ୍ ଲକ୍ ପରମେସରର୍ ମୁଆଟେ ଦସ୍ ନ ରଇବା ଲକ୍ ବଲାଇଅଇସି । ତାର୍ ମୁଆଟେ ଦରମ୍ ଲକ୍ ବଲାଇଅଇବାକେ, ଆମେ ଜିଉଦିମନ୍ ମିସା ଜିସୁକିରିସ୍ଟକେ ବିସ୍ବାସ୍ କଲୁନି । କାଇକେବଇଲେ ପର୍ମେସରର୍ ମୁଆଟେ କେମିସା ନିୟମ୍ ମାନ୍ବା ଲକ୍ ଦରମ୍ ବଲି ଏଜାଇ ନ ଅଅତ୍ ।
ଲେବିର୍ ନାତିତିତି ପୁଜାରି ଇସାବେ ବାଚ୍ଲାର୍ପାଇ ପର୍ମେସର୍ ତାର୍ ନିୟମ୍ ଜିଉଦିମନ୍କେ ଦେଇରଇଲା । ମାତର୍ ଲେବି ବଁସର୍ ପୁଜାରିମନ୍ ଜଦି ସିଦ୍ଲକ୍ ଅଇରଇତାଇ ଆଲେ, ଆରି ଗଟେକ୍ ପୁଜାରି ଆଇବାକେ ଦର୍କାର୍ ନ ରଇଲା । ସେନ୍ତାର୍ ଏ ପୁଜାରି ଆରଣ୍ ଜେ କି ଲେବିର୍ ନାତିତିତି ରଇଲା, ତାର୍ ପୁଜାରିପଦ୍ ନ ଦାରି ମଲ୍କିସେଦକର ପୁଜାରି ପଦ୍ ଦାରି ଆଇସି ।