ଗାଲାତିୟ 2:2 - ସତିଅର୍ ବାଟ୍ ନୁଆ ନିୟମ୍ 20202 ମୁଇ ତେଇ ଜିବାର୍ ଆଚେଆକା ବଲି ପରମେସରର୍ଟାନେଅନି ଆଦେସ୍ ପାଇ ଜାଇରଇଲି । ଜିଉଦି ନ ଅଇଲା ଲକ୍ମନର୍ ଲଗେ ମୁଇ ଜନ୍ କବର୍ ଜାନାଇଲିନି, ସେଟା ଜିରୁସାଲମର୍ ନେତା ବଲି ମାନିଅ ପାଇରଇବା ଲକ୍ମନ୍, ଗଟେକ୍ ଗରେ ବସ୍ଲା ବେଲେ, ତେଇ ବୁଜାଇ ଦେଲି । ଜେନ୍ତିକି ମର୍ ଆଗର୍ ପଚର୍ ଜାନାଇବା ସୁବ୍କବର୍ ବେକାର ନ ଅ, ସେଟାର୍ ପାଇ ମୁଇ ଦିଆନ୍ ଦେଇରଇଲି । အခန်းကိုကြည့်ပါ။ |
ନେତା ଇସାବେ ଏଜାଇଅଇରଇବା ଜାକୁବ୍, ପିତର୍ ଆରି ଜଅନ୍, ଉଁ ବଲି ମାନି ଅଇରଇଲାଇ ଜେ, ପରମେସର୍ ମକେ ଏ ମୁକିଅ କାମର୍ ଦାଇତ୍ ଦେଲାଆଚେ । ସେଟାର୍ ପାଇ ସେମନ୍ ମକେ ଆରି ବର୍ନବାକେ, ଆମେ ମିସିକରି କାମ୍ କରୁବଲି ଗଟେକ୍ ଚିନ୍ ଇସାବେ ଆତ୍ ମିଲାଇଲାଇ । ବର୍ନବା ଆରି ମୁଇ ଜିଉଦି ନଇଲା ଲକ୍ମନର୍ ବିତ୍ରେ ଆରି ସେମନ୍ ଜିଉଦିମନର୍ ବିତ୍ରେ କାମ୍ କର୍ବୁ ବଲି ରାଜି ଅଇରଇଲୁ ।
ଏବେ ଆମେ ସବୁ ଆରାଜିତାଟାନେ ପାଲାଇବା ଲକ୍ମନର୍ପାରା ଆଚୁ । ଆମର୍ ଚାରିବେଟ୍ତି ଗଟେକ୍ ବଡ୍ ଦଲର୍ ସାକିମନ୍ ଦେକ୍ଲାଇନି । ତେବର୍ପାଇ ଜନ୍ଟାମନ୍ ଆମ୍କେ ବାଦା ଦେଲାନି, ଆରି ଜନ୍ ପାପ୍ମନ୍ ଆମ୍କେ ପଚ୍କେ ଜିକ୍ଲାନି, ସେଟା ସବୁ ବେଟି ପିଙ୍ଗିଦେବାର୍ । ଜନ୍ ଆରାଜିତା ଅଇ ପାଲାଇବାଟା ପର୍ମେସର୍ ଆମର୍ ମୁଆଟେ ସଙ୍ଗଇଆଚେ, ତେଇ ଆମେ ମୁର୍ଚିକରି ପାଲାଇ ସାରାଇଦେଉଁ ।