ଗାଲାତିୟ 2:18 - ସତିଅର୍ ବାଟ୍ ନୁଆ ନିୟମ୍ 202018 କାଇକେବଇଲେ ମୁଇ ମସାର୍ ନିୟମ୍ ପିଟି ପାସ୍ଲିଦେଲି । ମାତର୍ ଜନ୍ ନିୟମ୍ ମୁଇ ଚାଡିଦେଇରଇଲି, ସେଟା ଆରିତରେକ୍ ମାନ୍ବାକେ ଚେସ୍ଟା କଲେ ସତଇସେ ପାପି ଅଇଜିବି । အခန်းကိုကြည့်ပါ။ |
ମାତର୍ ଏ ବାଇବଇନିମନ୍, ମୁଇ ଆଜିକେଜାକ ଜିଉଦି ନ ଅଇଲା ଲକ୍ମନ୍ ବିସ୍ବାସ୍ କଲେ ମିସା, ସୁନତ୍ କର୍ବାର୍ ଆଚେ ଆକା ବଲି ସିକାଇଲିନି ପନି । ମୁଇ ଏନ୍ତାରି ସିକାଇଲିନି ବଲି, କେତେକ୍ ଲକ୍ମନ୍ କଇବୁଲ୍ଲାଇନି । ସେନ୍ତାର୍ଆଲେ ମୁଇ ଏବେ ମିସା କାଇକେ ନିନ୍ଦା ପାଇଲିନି ? ତେବେ ମୁଇ କିରିସ୍ଟର୍ କୁରୁସ୍ ବିସଇ ଜାନାଇବାଟା ସୁନିକରି ଜିଉଦିଲକ୍ମନ୍ ରିସା ନ ଅଇତାଇ ।