ଗାଲାତିୟ 2:17 - ସତିଅର୍ ବାଟ୍ ନୁଆ ନିୟମ୍ 202017 ମାତର୍ କିରିସ୍ଟର୍ ସଙ୍ଗ୍ ମିସିରଇଲାକେ ତାର୍ ମୁଆଟେ ଆମେ ଦରମ୍ଲକ୍ ବଲି ଏଜାଇ ଅଇବୁ । ମାତର୍ ମସାର୍ ନିୟମ୍ ଇସାବେ, ଜିଉଦି ନଇଲା ଲକ୍ମନର୍ ପାରା ଆମେ ପାପିଲକ୍ ବଲି ଏଜାଇ ଅଇଲୁନି । କିରିସ୍ଟ ଲକ୍ମନ୍କେ ପାପ୍ କରାଇବାକେ ବାଦିଅ କଲାନି ବଲି ତାର୍ ଅରତ୍ ଆଚେ କି ? ନାଇ, ଏନ୍ତାରି କେବେ ନ ଅଏ । အခန်းကိုကြည့်ပါ။ |